Only for Entertainment

ଓଡିଶାର ପଲିଥିନ ମ୍ୟାନ୍ : ପଲିଥିନର ଡ୍ରେସ୍ ପିନ୍ଧି ପିଲାଙ୍କୁ କରୁଛନ୍ତି ସଚେତନ

you tube
17

ପଲିଥିନକୁ ବଢ଼ୁଥିବା ପ୍ରଦୂଷଣର ପ୍ରମୁଖ କାରଣ କୁହାଯାଏ, ଯାହା ପରିବେଶକୁ ଅତ୍ୟନ୍ତ ଖରାପ ଭାବେ ପ୍ରଭାବିତ କରିଥାଏ । ଅନେକ ଥର ଏହା ଜୀବଜନ୍ତୁଙ୍କ ଖାଦ୍ୟ ସାଜି ତାଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ  ତ କେବେ ମାଟି ଦବିଯାଇ ତାର ଉର୍ବରତାକୁ ନଷ୍ଟ କରିଥାଏ । ଓଡିଶାର ବାରିପଦାର ଜଣେ ବ୍ୟକ୍ତି ପିଲାଙ୍କୁ ଅଭିନବ ଶୈଳୀରେ ପଲିଥିନରୁ ବ୍ୟାପୁଥିବା ପ୍ରଦୂଷଣ ବିଷୟରେ ସେଚତନ କରିବାରେ ଲାଗିପଡିଛନ୍ତି ।

picବାରିପଦାର ସ୍ଥାନୀୟ ନିବାସୀ ବିଷ୍ଣୁ ଭଗତ ପଲିଥିନର ଏକ ଡ୍ରେସ୍ ତିଆରି କରିଛନ୍ତି । ସେ ଏହି ଡ୍ରେସକୁ ପିନ୍ଧି ଲୋକଙ୍କ ଭିତରକୁ ଯାଆନ୍ତି । ଏହା ସହିତ ପିଲାଙ୍କୁ ସଚେତନ କରନ୍ତି କି ପଲିଥିନ ପରିବେଶରେ ପ୍ରଦୂଷଣର କାରଣ । ବିଷ୍ଣୁ ଭଗତ କହନ୍ତି କି, “ମୁଁ ଏହି ଡ୍ରେସକୁ ଏଥିପାଇଁ ପିନେ୍ଧ କି ଏହି ମେସେଜ୍ ବହୁତ ଦୂର ପର୍ଯ୍ୟନ୍ତ ଯାଉ କି, ଏହା ଏକ ଖରାପ ଜିନିଷ ଓ ଏହାର ବ୍ୟବହାର କରିବା ଉଚିତ୍ ନୁହେଁ ।”

pic 2

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More