Only for Entertainment

ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ଜାହ୍ନବୀଙ୍କର ଉଡାଇ ଥିଲେ ମଜାକ, ଏହି ପୂରୁଣା ଭିଡିଓ ଦେଖିଲେ ଆପଣ ରୋକି ପାରିବେ ନାହିଁ ହସ !

bollywood tabloid
0 67

ଜାହ୍ନବୀ କପୁର ବଲିଉଡରେ ପାଦ ଥାପିବା ଲାଗି ସଂପୂଣ୍ଣ ଭାବେ ପ୍ରସ୍ତୁତ ହୋଇଯାଇଛନ୍ତି ମାତ୍ର ଏପରି ଏକ ସମୟ ଥିଲା ତାଙ୍କୁ ହିନ୍ଦୀ ମଧ୍ୟ ଠିକ ଭାବେ ଜଣା ନଥିଲା । ଗତ କିଛିଦିନ ହେବ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ତାଙ୍କର ଏକ ପୂରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଶ୍ରୀଦେବୀ ତାଙ୍କ ଝିଅର ହିନ୍ଦୀ କହୁଥିବାର ଶୁଣି ମଜାକ ଉଡାଇଥିଲେ ।

ଏହା କିଛି ବର୍ଷ ତଳର ପୂରୁଣା ଭିଡିଓ ଅଟେ । ଏଥିରେ ଜାହ୍ନବୀଙ୍କୁ ତାଙ୍କ କ୍ୟାରିଅର ସମ୍ବନ୍ଧିତ କିଛି ପ୍ରଶ୍ନ ପଚରା ଯାଇଥିଲା, ଯାହାର ଉତ୍ତର ତାଙ୍କୁ ହିନ୍ଦୀ ଭାଷାରେ ଦେବାର ଥିଲା । ସେହି ସମୟରେ ଜାହ୍ନବୀ ତାଙ୍କର ଉତ୍ତରରେ କହିଥିଲେ କିଛି ଏଭଳି । ତେବେ ଦେଖନ୍ତୁ ଏହାର ଭିଡିଓ ।

?? #Bebobolly . . . .

A post shared by Bebo Bollywood? (@bebobolly) on

ଏହା ଶୁଣି ଶ୍ରଦେବୀ କିଛି ଏଭଳି କହିଥିଲେ ଯାହା ଶୁଣି ସେଠାରେ ଉପସ୍ଥିତ ଥିବା ରିପୋଟର୍ସ ହସିବା ଆରମ୍ଭ କରି ଦେଇଥିଲେ । ଜାହ୍ନବୀ ଶ୍ରୀଦେବୀଙ୍କର ଖୁବ ପ୍ରିୟ ଥିଲେ । ଶ୍ରୀଦେବୀ ତାଙ୍କ ଝିଅକୁ ଜଣେ ଭଲ ଅଭିନେତ୍ରୀ ଭାବେ ଦେଖିବା ଲାଗି ତାଙ୍କର ସ୍ୱପ୍ନ ଥିଲା । ଏଥିପାଇଁ ଶ୍ରୀଦେବୀ ତାଙ୍କୁ ଖୁବ ତାଲିମ ମଧ୍ୟ ଦେଇଥିଲେ ।

ତେବେ ଜାହ୍ନବୀ କିଛି ଦିନ ପରେ ନିଜର ଡେବ୍ୟୁ ଫିଲ୍ମ ‘ଧଡ଼କ’ର ସୁଟିଂ ପୂରା କରିସାରିଛନ୍ତି । ଖୁବ ଶୀଘ୍ର ଏହି ଫିଲ୍ମର ପ୍ରମୋସନ ଆରମ୍ଭ ହୋଇଯିବ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ଶାହିଦ କପୁରଙ୍କ ଭାଇ ଈଶାନ କପୁର । ଏହି ଫିଲ୍ମ ମରାଠୀ ଫିଲ୍ମ ‘ସୈରାଟ’ର ରିମେକ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More