Only for Entertainment

ସୋସିଆଲ ମିଡିଆରେ ଓଲିଉଡର ଏହି କଳାକାର କଲେ କିଛି ଏଭଳି ଭିଡିଓ ହେଲା ଭାଇରାଲ, ଦେଖନ୍ତୁ !

0 151

ଓଲିଉଡ କଳାକାର ସବୁବେଳେ ଏବେ ଆକ୍ଟିଭ ରହିବା ଆପଣ ତ ଜାଣିଛନ୍ତି । ମାତ୍ର ଅଭିନେତା ଅରିନ୍ଦମ ଏବଂ ଏଲିନା ସାମନ୍ତରାୟ କିଛି ଏଭଳି ପୋଷ୍ଟ ଶେୟାର କରିଛନ୍ତି ଯାହାକୁ ଦେଖି ଆପଣ ହସି ହସି ଲୋଟପୋଟ ହୋଇଯିବେ । ଦେଖନ୍ତୁ ଭିଡିଓ-

ଗତକାଲି ଶେୟାର ହୋଇଥିବା ଏହି ଭିଡିଓକୁ ଦୁଇ କଳାକାରଙ୍କ ଫ୍ୟାନ୍ସମାନେ ଖୁବ ପ୍ରଶଂସା କରୁଛନ୍ତି । ଇନଷ୍ଟାଗ୍ରାମରେ ଏଲିନାଙ୍କର ଏକ ଫ୍ୟାନ ପେଜରେ ଏହି ଭିଡିଓ ଭାଇରାଲ ହେବାରେ ଲାଗଛି । ଏବେ ପର୍ଯ୍ୟନ୍ତ ଏହି ଭିଡିଓ ପ୍ରାୟ ୨୦ହଜାରରୁ ଅଧିକ ଭ୍ୟୁ ହୋଇ ସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More