Only for Entertainment

ବାଙ୍ଗାଲୁରୁ ଫ୍ୟାଶନ ୱିକ ରାମ୍ପରେ ଶୋଜ ଟପର ଭାବେ ଚାଲିଲେ ଓଲିଉଡ ଡିଭା ଅର୍ଚ୍ଚିତା ।

0 62

ଓଲିଉଡ ଡିଭା ଅର୍ଚ୍ଚିତା ସବୁବେଳେ ସବୁଆଡେ ଚର୍ଚ୍ଚାରେ । ଫିଲ୍ମରେ ନିଜର ଆକ୍ଟିଂ ହେଉ କି ରାମ୍ପରେ ନିଜର ଜଲୱା ଦେଖାଇବା ସବୁଥିରେ ସେ ନମ୍ବର ୱାନ ରହି ଆସିଛନ୍ତି । ଓଡିଆରେ ନିଜର ଆକ୍ଟିଂ ଏବଂ ଗ୍ଲାମରର ଜଲୱା ଦେଖାଇବା ପରେ ଏବେ ଅର୍ଚ୍ଚିତା ନିଜର ଜଲୱା ଦେଖାଉଛନ୍ତି ନ୍ୟାସନାଲ ସ୍ତରରେ । ବାଙ୍ଗାଲୁରୁ ହୋଇଥିବା ଫ୍ୟାଶନ ୱିକରେ ରାମ୍ବ ୱାକ କରି ଅର୍ଚ୍ଚିତା ସମସ୍ତଙ୍କ ମନ କିଣିଥିଲେ । ଏଠାରେ ଦେଖନ୍ତୁ ତାଙ୍କର ସେହି ଫ୍ୟାଶନ ୱିକର କିଛି ଗ୍ଲାମରସ ଫଟୋ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More