Only for Entertainment

ରୋମାଂଟିକ୍ ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’ର ଟ୍ରେଲର ରିଲିଜ୍ ,ଦେଖିବାକୁ ମିଳିଲା ଶ୍ରଦ୍ଧା, ଅମ୍ଳାନ ଏବଂ ଜ୍ୟୋତିଙ୍କ ତ୍ରିକୋଣୀୟ କେମେଷ୍ଟ୍ରି !

36

ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ରୋମାଂଟିକ୍ କାହାଣୀକୁ ନେଇ ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’ । ସିନେମାର ସୁଟିଂ, ଏଡିଟିଂ ଶେଷ ହୋଇଥିବାବେଳେ ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନ୍ କାମ । ଏହାରି ଭିତରେ ମେକର୍ ରିଲିଜ୍ କରିଛନ୍ତି ଫିଲ୍ମର ଟ୍ରେଲର । ରୋମାଂଟିକ୍ ଟାଇଟେଲ୍ ଟ୍ରାକ୍ ପରେ ଏବେ ରିଲିଜ୍ ହୋଇଛି ଫିଲ୍ମର ଟ୍ରେଲର ।


ଆଗାମୀ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’ର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲରରେ ଶ୍ରଦ୍ଧା, ଅମ୍ଳାନ ଏବଂ ଜ୍ୟୋତିଙ୍କ ତ୍ରିକୋଣୀୟ କେମେଷ୍ଟ୍ରି ଦେଖିବାକୁ ମିଳିଛି । ନିକଟରେ ଏହି ଫିଲ୍ମରେ ରୋମାଂଟିକ ସଙ୍ଗ ରିଲତଜ ହୋଇଥିଲା ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ରିସ୍ତା ୱେଭ୍ସ୍ ଏଂଟରଟେନମେଂଟ୍ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରର କାହାଣୀ, ସ୍କ୍ରିନପ୍ଲେସହ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ହେମନ୍ତ ସାହୁ । ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More