Only for Entertainment

ତିନି ତିନିଟି ନାୟିକାଙ୍କ ସହ ନଜର ଆସିବେ ବାବୁଶାନ !

84

ଗୋଟିଏ ନାୟକ ସହ ତିନି ତିନିଟି ନାୟିକା । ପରଦାରେ ଏମିତି ଜଣେ ଆଶିକ୍ – ମଜନୁ ଚରିତ୍ରରେ ନଜର ଆସିବେ ଅଭିନେତା ବାବୁଶାନ୍ ମହାନ୍ତି । ଆଉ ତାଙ୍କ ବିପକ୍ଷରେ ନାୟିକା ଭାବେ ତିନି ତିନି ଜଣ ଓଲିଉଡ୍ ସୁନ୍ଦରୀଙ୍କୁ ଦେଖିବାକୁ ମିଳିବ । ସେମାନେ ହେଲେ ଦିବ୍ୟା, ଶୀତଲ୍ ଓ ସୂର‌୍ୟମୟୀ ।

 

View this post on Instagram

 

This dusshera… Mr majnu Trust me it’s gonna be fun ??

A post shared by Babushaan Mohanty (@mohanty_babushaan) on

 

View this post on Instagram

 

All the backbenchers with the headmaster ???

A post shared by Babushaan Mohanty (@mohanty_babushaan) on

ଏମିତି ଏକ କନସେପ୍ଟକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ୍ ବ୍ୟାନରରେ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ‘ମିଷ୍ଟର୍ ମଜନୁ’ । ଏହି ସିନେମାର ସୁଟିଂ ଏବେ ଜୋରଶୋରରେ ଚାଲିଛି । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଷ୍ଟାଇଲିସ୍ ଡିରେକ୍ଟର୍ ଅଶୋକ ପତି । ଦଶହରା ଅବସରରେ ପରଦାକୁ ଆସିବ ଚଳଚ୍ଚିତ୍ର ମିଷ୍ଟର୍ ମଜନୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More