Only for Entertainment

ସାମ୍ନାକୁ ଆସିଲା ଆଗାମୀ ଫିଲ୍ମ ‘କ୍ୱିନ’ ସୁଟିଂ ସେଟ୍ ର ଭିଡିଓ, ଦେଖନ୍ତୁ !

42

ଖୁବଶୀଘ୍ର ଏକ ନୂଆ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ଓଲିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀ । ତାଙ୍କ ସାଥ ଦେବେ ଜୟଜିତ ଦାସ । ଏହି ଫିଲ୍ମର ‘ନାଁ’ ରହିଛି ‘କ୍ୱିନ’ । ନିକଟରେ ଏହି ଫିଲ୍ମର ମହୁରତ ହୋଇଥିଲା । ତେବେ ଏହି ଫିଲ୍ମ ସୁଟ୍ ର ଭିଡିଓ ଦେଖିବାକୁ ମିଳିଛି । ଯାହାକୁ ଓଲିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଶେୟାର କରିଛନ୍ତି ।

 

View this post on Instagram

 

QUEEN shoot 👑 song shoot⭐😊 Loved working with Amit bhai 🧚‍♀️😊💜

A post shared by Varsha Priyadarshini (@_varsha_priyadarshini_) on


ତେବେ ପ୍ରଥମଥର ଏହି ଯୋଡିଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମ ବିଦିଶା କ୍ରାଫ୍ଟ ବ୍ୟାନରରେ ପ୍ରସ୍ତୁତ ହେଉଛି । ତେବେ ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅମରେଶ ପତି ଏବଂ ପ୍ରଯୋଜନା ଭାର ତୁଲାଇଛନ୍ତି ବିଜୟ କାଣ୍ଡୋଈ । ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ମଳୟ ମିଶ୍ର ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More