ରିଲିଜ ହେଲା ଓମାର୍ଟାର ପ୍ରଥମ ଟ୍ରେଲର୍ ।
ରିଲିଜ୍ ହୋଇଛି ଆଗାମୀ ବଲିଉଡ୍ ଫିଲ୍ମ ଓମାର୍ଟାର ପ୍ରଥମ ଟ୍ରେଲର୍ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଭର୍ସାଟାଇଲ୍ ଅଭିନେତା ରାଜକୁମାର୍ ରାଓ । ଫିଲ୍ମରେ ଖତରନାକ ଆତଙ୍କବାଦୀ ଓମାର୍ ସଇଦ ସେଖ୍ ଭୂମିକାରେ ନଜର ଆସିବେ ରାଜକୁମାର୍ । ଯାହା ୨୦ ଏପ୍ରିଲ୍ରେ ଆସିବ ପରଦାକୁ ।
ତେବେ ଦେଖନ୍ତୁ ଏହାର ଟ୍ରେଲର –