Only for Entertainment

ବର୍ଥଡେ ବୟ ଶାହରୁଖ ଅର୍ଦ୍ଧରାତ୍ରରେ ଶେୟାର କଲେ ବର୍ଥଡେ ସେଲିବ୍ରେଶନ ଫଟୋ!

25

ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆଜି ନଭେମ୍ବର ୨ରେ ନିଜର ୫୩ତମ ଜନ୍ମ ଦିବସକୁ ସେଲିବ୍ରେଟ କରିଛନ୍ତି । ଶାହରୁଖ ନିଜ ଫ୍ୟାନ୍ସଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ସେ ତାଙ୍କ ବର୍ଥଡେ’ରେ ଫ୍ୟାନ୍ସ ମାନଙ୍କୁ ଜିରୋର ଟ୍ରେଲର ଉପହାର ଆକାରରେ ଦେବେ । ଶାହରୁଖ ନିଜ ବର୍ଥଡେ ସେଲିବ୍ରେଶନ ଦିନରେ ଇନଷ୍ଟାଗ୍ରାମରେ ନିଜର ପତ୍ନୀ ଗୌରୀଙ୍କ ସହ ବିତାଇଥିବା ଖାସ ମୂହୁର୍ତ୍ତ ପୋଷ୍ଟ ଶେୟାର କରିଛନ୍ତି ।

ଶାହରୁଖ ନିଜ ବର୍ଥଡେର ଆରମ୍ଭ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ବର୍ଥଡେ ସେଲିବ୍ରେଶନ ସମୟରେ ଜିରୋ ଫିଲ୍ମର ଟ୍ରେଲର ରିଲିଜ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ଏହି ଫିଲ୍ମରେ ଶାହରୁଖଙ୍କ ସହ କ୍ୟାଟରୀନା ଏବଂ ଅନୁଷ୍କା ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More