Only for Entertainment

ଜମ୍ମୁ ଏବଂ କାଶ୍ମୀରରେ ଧାରା ୩୭୦ ହଟାଇବା ଉପରେ ବଲିଉଡ ପ୍ରଡ୍ୟୁସର ବାଂଟିଲେ ମିଠା, ଉମର ମେହେବୁବାଙ୍କ ପାଇଁ ଲେଖିଲେ ଗୀତ, ଦେଖନ୍ତୁ ଭିଡିଓ !

89

ଜମ୍ମୁ ଏବଂ କାଶ୍ମୀରରେ ହୋଇଥିବା ମାମଲାକୁ ନେଇ ନେତାମାନଙ୍କ ସହ ବଲିଉଡ କଳାକାର ମଧ୍ୟ ଲଗାତାର କମେଂଟ କରୁଛନ୍ତି । ନିକଟରେ ଜମ୍ମୁ ଏବଂ କଶ୍ମୀରରେ ଧାରା ୩୭୦ ହଟା ଯିବାକୁ ନେଇ ‘ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର’ର କୋ-ପ୍ରଡ୍ୟୁସର ଅଶୋକ ପଣ୍ଡିତ ମିଠା ବାଂଟି ଖୁସି ଜାହିର କରିଛନ୍ତି । ସମସ୍ତ ବିଷୟ ଉପରେ ନିଜ ବିଚାର ରଖୁଥିବା ପ୍ରଡ୍ୟୁସର ଅଶୋକ ପଣ୍ଡିତ ସେଲିବ୍ରେଶନର ଭିଡିଓ ସେୟାର କରିଛନ୍ତି ।

ଅଶୋକ ପଣ୍ଡିତ କେବଳ ଗୋଟିଏ ନୁହେଁ ଏଭଳି ଅନେକ ଟ୍ୱିଟ କରିଛନ୍ତି । ସେ କାଶ୍ଚୀରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଏବଂ ଉମର ଅବଦୁଲ୍ଲାକୁ ନେଇ ମଧ୍ୟ ଏକ ଟ୍ୱିଟ କରିଛନ୍ତି । ଯେଉଁଥିରେ ସେ ଗୀତର ବୋଲ ବଦଳାଇ ଲେଖିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଧାରା ୩୭୦କୁ ନେଇ କହିଛନ୍ତି ଏଥିରୁ ଅନେକ କିଛି ଲାଗୁ ହେବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More