Only for Entertainment

ଜବରଦସ୍ତ ଓପନିଙ୍ଗ କଲା କପିଲ ଶର୍ମାଙ୍କ ଶୋ ।

aajtak
37

କପିଲ ପୁଣିଥରେ ଟିଭି ପରଦାରେ ନିଜ କମଡ଼େି ଶୋ’କୁ ଏକ ଭିନ୍ନ ରୂପରେ ପରିବେଷଣ କରିଛନ୍ତି । ଶନିବାରକୁ ଟେଲିକାଷ୍ଟ ହୋଇଥିବା ଏହି ଶୋ’ରେ ରଣବୀର ସିଂ ଏବଂ ସାରା ଅଲି ଖାନ ଅତିଥି ହୋଇ ଆସିଥିଲେ । ଏହି ଶୋ’କୁ ଲମ୍ବା ସମୟ ଧରି ଅପେକ୍ଷା କରିଥିଲେ ଦର୍ଶକ । ତେବେ କପିଲଙ୍କ ଉପରେ ଖୁବ ଚାପ ଥିଲା ଶୋ ହିଟ କରିବା ପାଇଁ । ତେବେ ପ୍ରଥମ ଦିନରେ ଶୋ’କୁ ଦର୍ଶକଙ୍କ ଖୁବ ଭଲପାଇବା ମିଳିଛି ।ଏହାର ପ୍ରମାଣ ହେଉଛି ସୋସିଆଲ ମିଡିଆରେ ମିଳୁଥିବା ରିଆକ୍ସନ ।

 

 

କପିଲଙ୍କୁ ଦର୍ଶକ ସାନଦାର ଭାବରେ ସ୍ୱାଗତ ଜଣାଇଛନ୍ତି । ଏହିଥର ମଧ୍ୟ ସବୁଥର ଭଳି ନବଜ୍ୟୋତ ସିନ୍ଧୁ ଜଜ ଭାବରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More