Only for Entertainment

ଓସ୍କାର ଆୱାର୍ଡ ୨୦୧୮: ଜାଣନ୍ତୁ କିଏ ପିନ୍ଧିଲା ବିଜୟ ମୁକୁଟ

theguardian
0 63

ହଲିଉଡର ସବୁଠାରୁ ପ୍ରତିଷ୍ଠିତ ଆୱାର୍ଡ ଶୋ ଓସ୍କାର ଆୱର୍ଡ ଲସ୍ ଏଞ୍ଜେଲସର ଡୋଲବି ଥିଏଟରରେ ଆୟୋଜିତ ହୋଇଛି । ଏହି ଆୱାର୍ଡ ଶୋ’ରେ ଫିଲ୍ମ ଜଗତର ଅନେକ ଜଣା ଶୁଣା ବ୍ୟକ୍ତିତ୍ୱ ଯୋଗଦେଇଛନ୍ତି । ଫିଲ୍ମ ଜଗତର ସବୁଠାରୁ ବଡ ଆୱର୍ଡ ଶୋ’ର ଆରମ୍ଭରୁ ରେଡ କାର୍ପେଟରେ ଅନେକ ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳିଥିଲା । ଏହି ଆୱାର୍ଡ ଶୋ’ରେ ଶେଷ୍ଠ ଫିଲ୍ମ ଭାବେ ‘ଦ ସେପ୍ ଏଫ ୱାଟର’କୁ ପୁରସ୍କାର ଦିଆ ଯାଇଥିବା ବେଳେ ଫିଲ୍ମ ଥ୍ରି ବିଲବେଡର୍ସ ପାଇଁ ଫ୍ରେନସେସ ମ୍ୟାକ ଡୋରମାଣ୍ଡଙ୍କ ଶେଷ୍ଠ ଅଭିନେତ୍ରୀର ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଫିଲ୍ମ ଡାର୍କେଷ୍ଟ ଓଭର ପାଇଁ ଗେରି ଓଲଡମ୍ୟାନଙ୍କୁ ଶେଷ୍ଠ ଅବିନେତା ପୁରସ୍କାର ପ୍ରଦାନ କରାଯାଇଛି ।

ଶ୍ରେଷ୍ଠ ସିନେମା – ଦି ସେପ୍ ଅଫ୍ ଓ୍ୱାଟର୍
ଶ୍ରେଷ୍ଠ ନିର୍ଦ୍ଦେଶକ- ଗୁଇଲେରମୋ ଡେଲଟୋରୋ ( ଦି ସେପ୍ ଅଫ୍ ଓ୍ୱାଟର୍ )
ଶ୍ରେଷ୍ଠ ଅଭିନେତା-.ଗେରି ଓଲଡମାନ୍ (ଡାର୍କେଷ୍ଟ ଓଭର୍)
ଶ୍ରେଷ୍ଠ ଅଭିନେତ୍ରୀ- ଫ୍ରେନସେସ ମ୍ୟାକ ଡୋରମାଣ୍ଡ (ଥ୍ରି ବିଲବେଡର୍ସ ଅଉଓଟ୍ ସାଇଟ ଏଭିଂ ମି.ସୌ ରି)
ଶ୍ରେଷ୍ଠ ସହ ଅଭିନେତା -ସେମ୍ ରକ୍ ବେଲ୍ ( ଫିଲ୍ମ – ଥ୍ରି ବିଲବେଡର୍ସ ଆଉଟ୍ ସାଇଡ୍ ଏଭିଂ ମିସୌରୀ )
ଶ୍ରେଷ୍ଠ ସହ ଅଭିନେତ୍ରୀ- ଏଲିସନ୍ ଜୈନୀ ( ଆଇ ତାନ୍ୟା)
ଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରି ସର୍ଟ: ଫ୍ରେଙ୍କ୍ ଷ୍ଟିଫେଲ୍ ( ହେଭେନ୍ ଇଜ୍ ଏ ଟ୍ରାଫିକ୍ ଜାମ୍ ଅନ୍ ଦ ୪୦୫)
ଶ୍ରେଷ୍ଠ ବିଦେଶୀ ଭାଷାର ସିନେମା: ଫାଣ୍ଟାଷ୍ଟିକ୍ ଓ୍ଵିମ୍ୟାନ୍ ( ଚିଲ୍ଲି ଭାଷା)
ଶ୍ରେଷ୍ଠ ଭିଜୁଆଲ୍ ଇଫେକ୍ଟ: ବ୍ଲେଡ ରନର୍ ୨୦୪୯ ଫିଲ୍ମ ପାଇଁ ଜନ୍ ନେଲସନ୍ , ଗେର୍ଡ ନେଫଜର୍ , ପଲ୍ ଲେମ୍ବର୍ଟ ଓ ରିଚର୍ଡ ଆର୍ . ହୁବର୍
ଶ୍ରେଷ୍ଠ ଫିଲ୍ମ ଏଡଟିିଂ: ଲି ସ୍ମିଥ ( ଡନକର୍କ)
ଶ୍ରେଷ୍ଠ ଆନିମେଟେଡ୍ ଫିଚର୍ ଫିଲ୍ମ : କୋ କୋ , ଲି ଉନ୍ କ୍ରିଚ୍ ଓ ମେର୍ଲା କେ ଅଣ୍ଡରସନ୍
ଆନିମେଟେଡ୍ ସର୍ଟ ଫିଲ୍ମ : ଗ୍ଲେନ୍ କିନ୍ ଓ କୋବି ବ୍ରାୟନ୍ତ ( ଡିଅର୍ ବାସ୍କେଟ୍ବଲ୍ )
କଷ୍ଟ୍ୟୁମ୍ ଡିଜାଇନ୍ : ମାର୍କ. ବ୍ରିଜେସ୍ ( ଫ୍ୟାଣ୍ଟମ୍ ଥ୍ରେଡ୍ )
ଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରି: ବ୍ରିୟାନ୍ ପୋଗେଲ ଓ ଡେନ୍ କୋଗନ୍ ( ଇକରସ୍ )

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More