Only for Entertainment

ଓସ୍କାର ଆୱାର୍ଡ଼ରେ ରେକର୍ଡ଼ କଲା ପାରାସାଇଟ, ବେଷ୍ଟ ଆକ୍ଟରର ଆୱାର୍ଡ଼ ଜିତିଲେ ଏହି କଳାକାର

hindirush
188

ଓସ୍କାର ୨୦୨୦ରେ ଦକ୍ଷିଣ କୋରିଆ ଫିଲ୍ମ ‘ପାରାସାଇଟ୍’ର ଜଲୱା ଦେଖିବାକୁ ମିଳିଛି । ଫିଲ୍ମ ବେଷ୍ଟ ପିକଚରର ଆୱାର୍ଡ଼ ପାଇଛି । ଏହି କାଟେଗୋରୀର ଆୱାର୍ଡ଼ ଜିତିଥିବା ଏହା ପ୍ରଥମ ଫରେନ ଲାଙ୍ଗୁଏଜ ଫିଲ୍ମ । ଫିଲ୍ମର ନିର୍ଦ୍ଦେଶକ ୱାଙ୍ଗ ଜୁନ ବେଷ୍ଟ ଡାଇରେକ୍ଟରର ଆୱାର୍ଡ଼ ଜିତିଛନ୍ତି । ଏହା ସହିତ ଫିଲ୍ମ ବେଷ୍ଟ ଅରିଜିନାଲ ସ୍କ୍ରିନପ୍ଲେ , ବେଷ୍ଟ ଫିଚର ଫିଲ୍ମର ଆୱାର୍ଡ଼ ମଧ୍ୟ ପାଇଛି ।

ଏହିଥର ଆକ୍ଟର ବ୍ରାଡ ପିଟଙ୍କୁ ଫିଲ୍ମ ‘ୱାନ୍ସ ଅପନ ଏ ଟାଇମ ଇନ ହଲିଉଡ’ ପାଇଁ ବେଷ୍ଟ ସପୋର୍ଟିଙ୍ଗ ଆକ୍ଟରର ଆୱାର୍ଡ଼ ମିଳିଛି । ଲାରା ଡର୍ଣ୍ଣ ‘ମ୍ୟାରେଜ ଷ୍ଟୋରୀ’ ପାଇଁ ବେଷ୍ଟ ସପୋର୍ଟିଙ୍ଗ୍ ଆକ୍ଟ୍ରେସର ପୁରସ୍କାର ପାଇଛନ୍ତି ।

 


ପାରାସାଇଟକୁ ବେଷ୍ଟ ଫିଲ୍ମ ପୁରସ୍କାର ମିଳିଛି ।
ବେଷ୍ଟ ଆକ୍ଟର-ଜୋଆକିନ ଫିନିକ୍ସ
ବେଷ୍ଟ ଆକ୍ଟ୍ରେସ- ରେନି ଜେଲବିଗର ବେଷ୍ଟ ସପୋର୍ଟିଙ୍ଗ ଆକ୍ଟର- ବ୍ରେଡ ପିଟ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More