Only for Entertainment

ଫ୍ୟାନ୍ସଙ୍କୁ ପସନ୍ଦ ଆସିଲା ନାହିଁ ମଲ୍ଟିଷ୍ଟାରର ଫିଲ୍ମ ‘ପାଗଳପନ୍ତି’, ଟ୍ୱିଟ କରି ଦେଲେ ପ୍ରତିକ୍ରିୟା

google
36

ଆଜି ପରଦାକୁ ଆସିଛି ମଲ୍ଟିଷ୍ଟାରର ଫିଲ୍ମ ‘ପାଗଳପନ୍ତି’ । ଫିଲ୍ମରେ ଜନ ଆବ୍ରାହମ, ଅନିଲ କପୁର, ଅର୍ଶଦ ୱର୍ସୀ, ଇଲିଆନା ଡିକ୍ରୁଜ, ପୁଲକିତ ସମ୍ରାଟ, କୃତି ଖରବନ୍ଦା ଏବଂ ଉର୍ବଶୀ ରୌତେଲା ମୁଖ୍ୟ ଭୂମିକାଚରେ ନଜର ଆସିଛନ୍ତି । ଫିଲ୍ମ ରିଲିଜ ହେବା ପରେ ଏହାକୁ ନେଇ ଫ୍ୟାନ୍ସ ନିଜ ନିଜ ପ୍ରତିକ୍ରିୟା ସାମ୍ନାକୁ ଆସିବାକୁ ଲାଗିଛି । ଫିଲ୍ମକୁ ନେଇ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ଆସିବାରେ ଲାଗିଛି ।

ଫିଲ୍ମଟି ଦର୍ଶକଙ୍କୁ ହସେଇବାରେ ସକ୍ଷମ ହୋଇସାରିଥିବା ବେଳେ ଫିଲ୍ମର କାହାଣୀ ଦର୍ଶକଙ୍କୁ ଏତେଟା ପସନ୍ଦ ଆସିନାହିଁ । ଜନଙ୍କ କ୍ୟାରିଅରର ଏହା ସବୁଠାରୁ ଖରାପ ଫିଲ୍ମ ବୋଲି ୟୁଜର ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଉଛନ୍ତି ତ କେହି କେହି ଫିଲ୍ମଟି ହସର ଡୋଜ ଦେଉଛି ବୋଲି କେହି କେହି ପ୍ରଶଂସା କରି କହିଛନ୍ତି ।

ଦେଖନ୍ତୁ ଦର୍ଶକଙ୍କ ପ୍ରତିକ୍ରିୟା-

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More