Only for Entertainment

ଧମାକା କରିବେ ଜନ ଓ ଅନିଲ, ରିଲିଜ ହେଲା ନୂଆ ପୋଷ୍ଟର

bollywood life
34

ଫିଲ୍ମ ପାଗଳପନ୍ତୀର ୪ଟି ନୂଆ ପୋଷ୍ଟର ରିଲିଜ ହୋଇଛି । ଏହି ଚାରି ପୋଷ୍ଟର ସୋଲୋ । ଏହି ପୋଷ୍ଟର ଜନ ଆବ୍ରାହିମ, ଅନିଲ କପୂର, ପୁଲକିତ ସମ୍ରାଟ ଏବଂ ଅରଶଦ ବାର୍ସୀଙ୍କର । ଜନ ଏହି ପୋଷ୍ଟରରେ ଡରାଉ ଥିବାର ନଜର ଆସିଛନ୍ତି । କିନ୍ତୁ ଅନିଲ କପୂର ଫନି ଅନ୍ଦାଜରେ ନଜର ଆସିଛନ୍ତି । ଅରଶଦ ବାର୍ସୀ ଡରି ଥିବାର ନଜର ଆସିଛନ୍ତି । ପୁଲକିତ ମଧ୍ୟ ଫନି ଅନ୍ଦାଜରେ ନଜର ଆସିଛନ୍ତି ।

 

ଫିଲ୍ମ ପାଗଳପନ୍ତୀ ଆସନ୍ତା ମାସ ୨୨ ନଭେମ୍ବରକୁ ରିଲିଜ ହେବାକୁ ଯାଉଛି । ନିର୍ମାତା ଏହାର ଟ୍ରେଲର ଲଂଚ ତାରିଖ ମଧ୍ୟ ଘୋଷଣା କରି ସାରିଛନ୍ତି । ଏହା ପୂର୍ବରୁ ମଧ୍ୟ ଫିଲ୍ମର କେତେକ ପୋଷ୍ଟର ରିଲିଜ ହୋଇ ସାରିଛି । ପୂର୍ବରୁ ରିଲିଜ ହୋଇଥିବା ତିନୋଟି ପୋଷ୍ଟର ଖୁବ କୌତୁହଳପୂର୍ଣ୍ଣ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More