Only for Entertainment

ସନି ଦେଓଲ ଆରମ୍ଭ କଲେ ନିଜ ଡେବ୍ୟୁ ଫିଲ୍ମ ‘ପଲ ପଲ ଦିଲ କେ ପାସ’ର ପ୍ରମୋଶନ, ଦେଖନ୍ତୁ ଭିଡିଓ !

27

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଘାଇଲା ବାଘର ଭୂମିକାରେ ନଜର ଆସୁଥିବା ସନି ଦେଓଲ ଖୁବଶୀଘ୍ର ‘ପଲ ପଲ ଦିଲ କେ ପାସ’ରେ ନିଜ ବଡ ପୁଅ କରଣ ଦେଓଲଙ୍କୁ ବଲିଉଡରେ ଲଂଚ କରିବାକୁ ଯାଉଛନ୍ତି , ଯାହାକୁ ସେ ନିଜେ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମ ‘ପଲ ପଲ ଦିଲ କେ ପାସ’ରେ କରଣ ଦେଓଲଙ୍କ ସହ ସହର ବାମ୍ବା ନାମକ ନୂଆ ଝିଅ ନଜର ଆସିବେ । କରଣ ଦେଓଲ ଏବଂ ସହର ବାମ୍ବା ଆସନ୍ତା କାଲି ୧୫ଅଗଷ୍ଟ ମଉକାରେ ନିଜ ଫିଲ୍ମ ର ପ୍ରଥମ ପ୍ରମୋସନାଲ ଭିଡିଓ ଶେୟାର କରିଛନ୍ତି ଏବଂ ସମାଜରୁ ସମସ୍ତ ଦୁର୍ନୀତିକୁ ବିରୋଧ କରି ଶେଷ କରିବା ପାଇଁ ଅନୁରୋଧ କରିଛନ୍ତି । ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ୨୦ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More