Only for Entertainment

ପଲ ପଲ ଦିଲ କେ ପାସ’ର ଟିଜର ରିଲିଜ

hindirush
36

ବଲିଉଡର ଦମଦାର ହିରୋ ସନି ଦେଓଲଙ୍କ ପୁଅ କରଣ ଦେଓଲ ଫିଲ୍ମ ପଲ ପଲ ଦିଲ କେ ପାସ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଯେଉଁଥିରେ ସେ ସେହର ବାମ୍ବାଙ୍କ ସହିତ ଆଡ଼ଭେଂଚର ପ୍ରେମରେ ବୁଡ଼ି ଯାଇଥିବାର ନଜର ଆସିବେ । ଏହା ସେହର ବାମ୍ବାଙ୍କର ମଧ୍ୟ ପ୍ରଥମ ବଲିଉଡ ଫିଲ୍ମ । ଫିଲ୍ମ ୧୯ ଜୁଲାଇକୁ ରିଲିଜ ହେବ ବୋଲି ଧାର୍ଯ୍ୟ ହୋଇଥିଲା, କିନ୍ତୁ ଏବେ ତାରିଖ ବଦଳି ଯାଇଛି । ଫିଲ୍ମ ୨୦ ସେପ୍ଟେମ୍ବରକୁ ରିଲିଜ ହେବ ।

ଏହି ଟିଜରରେ ଦର୍ଶାଯାଇଛି ପ୍ରତ୍ୟେକ ପିଢୀ କିଛି ନା କିଛି କାହାଣୀ କୁହନ୍ତି । ଦୁଇ କଳାକାରଙ୍କୁ କେତେବେଳେ ବରଫ ନିକଟରେ ତ କେତେବେଳେ ତ ଆଉ କେତେବେଳେ ଅନ୍ୟ ସ୍ଥାନରେ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More