Only for Entertainment

ରିଲିଜ ହେଲା ଏଲିନା ଓ ସବ୍ୟସାଚୀଙ୍କ ପାନ ପାନ ପାନ, ନଜର ଆସିଲା ଫନି କେମେଷ୍ଟ୍ରି

youtube
51

ଗତକାଲି ଶୁକ୍ରବାରକୁ ରିଲିଜ ହୋଇଛି ଫିଲ୍ମ ମାଲ ମହୁ ଜୀବନ ମାଟିର ଗୀତ ‘ପାନ ପାନ ପାନ’ । ଗୀତରେ ସବ୍ୟସାଚୀ ଏବଂ ଏଲିନାଙ୍କ ଫନି କେମେଷ୍ଟ୍ରି ନଜର ଆସିଛି । ଏହାକୁ ଗାଇଛନ୍ତି ତାରିକ ଅଜିଜ ଏବଂ ଦୀପ୍ତିରେଖା । ଆମର ଷ୍ଟୁଡ଼ିଓ ପ୍ରଡକ୍ସନ ହାଉସର ବ୍ୟାନରରେ ନିର୍ମାଣ ହେଉଥିବା ମାଲ ମହୁ ଜୀବନ ମାଟିର ନିର୍ମାତା ହେଉଛନ୍ତି ନବୀନ ଭଣ୍ଡାରୀ । ଏହାର ନିର୍ଦ୍ଦେଶକ ହେଉଛନ୍ତି ରମେଶ ରାଉତ, ମ୍ୟୁଜିକ ଡାଇରେକ୍ଟର ଅଭିଜିତ ମଜୁମଦାର ଏବଂ ମ୍ୟୁଜିକ ଭାର ତୁଲାଇଛନ୍ତି ନିର୍ମଳ ନାୟକ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More