Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସ୍ପଂଜି ପ୍ୟାନକେକ୍

ChefSteps
47

ରେଷ୍ଟୁରାଂଟରୁ ପ୍ୟାନକେକ୍ ଆଣି ଖାଇବା ପରେ ଆପଣ ତାହାର ସ୍ୱାଦକୁ ଭୁଲିପାରନ୍ତି ନାହିଁ, ଯେଉଁ କାରଣରୁ ତାହାକୁ ବାରମ୍ବାର ଖାଇବାକୁ ଇଛା କରନ୍ତି । କିନ୍ତୁ ଯଦି ଆପଣ ତାହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିପାରିବେ ତେବେ ବାରମ୍ବାର ରେଷ୍ଟୁରାଂଟ ଯିବାକୁ ପଡ଼ିବ ନାହିଁ । ଘରେ ଅତି ସହଜରେ ତାହାକୁ ପ୍ରସ୍ତୁତ କରିପାରିବେ । ଆମେ ଅଜି ଆପଣଙ୍କୁ ଶିଖାଇବୁ ଏହାର ପ୍ରସ୍ତୁତି ପ୍ରଣାଳୀ । ଆସନ୍ତୁ ଆଲୋଚନା କରିବା ।

ଏକ ବଡ଼ ପାତ୍ରରେ ଦେଢ କପ ମଇଦା, ୨ ଚାମଚ ଚିନି, ଛୋଟ ୨ ଚାମଚ ବେକିଂ ପାଉଡର ଏବଂ ଛୋଟ ୧ ଚାମଚ ବେକିଂ ସୋଢା,ଅଧ ଚାମଚ ଲୁଣ,୧ କପ କ୍ଷୀର,୨ଟି ଅଣ୍ଡା(ବିନା ଅଣ୍ଡାରେ ମଧ୍ୟ କରିପାରିବେ),୧/୪ କପ ବଟର ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ତାୱା ଗରମ କରନ୍ତୁ । ଏବେ ଏହାକୁ ଅଳ୍ପ ଅଳ୍ପ କରି ତାୱାରେ ଗୋଲ ଗୋଲ କରି ସେକନ୍ତୁ । ଦୁଇ ପାଶ୍ୱର୍ ଓଲଟାଇ କରିବେ । ଏହିଭଳି ପ୍ରସ୍ତୁତ କରନ୍ତୁ ସ୍ପଂଜି ସ୍ୱାଦିଷ୍ଟ ପ୍ୟାନକେକ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More