Only for Entertainment

ଏଠାରେ ଆଜି ମଧ୍ୟ ଅଛନ୍ତି ପାଂଚାଳି, ଗୋଟିଏ ଝିଅକୁ ବିବାହ କରୁଛନ୍ତି ସମସ୍ତ ଭାଇ

punjabkeshari
87

ଆମେ ସମସ୍ତେ ମହାଭାରତକୁ ବିଭିନ୍ନ ଥର ପଢିଛୁ ଏବଂ ଟେଲିଭିଜନରେ ତାହାର ଚିତ୍ରିତ ହୋଇଥିବା ଚରିତ୍ର ମାନଙ୍କୁ ମଧ୍ୟ ଦେଖିଛୁ ଏବଂ ସେମାନଙ୍କ ବିଷୟରେ ଜାଣିଛୁ । ସବୁଠାରୁ ଖାସ କଥା ହେଉଛି ଯେଉଁ ଗୁରୁତ୍ୱପୂର୍ଣ୍ଣ ଚରିତ୍ରକୁ ସମସ୍ତେ ମନେ ରଖିଛନ୍ତି ସେ ହେଉଛନ୍ତି ପାଂଚାଳି ବା ଦୌପଦୀ । ଯିଏ ପାଣ୍ଡବ ପାଂଚ ଭାଇଙ୍କୁ ବିବାହ କରିଥିଲେ । ତେବେ ମହାଭାରତରେ ପଢିଥିବା ପାଂଚାଳି ଆଜି ମଧ୍ୟ ବଂଚିଛନ୍ତି ଅନ୍ୟ କିଛି ମହିଳାଙ୍କ ମଧ୍ୟରେ ।

ଉତ୍ତରାଖଣ୍ଡର ଜୌନସାର ବାବର, ଦକ୍ଷିଣ କାଶ୍ମୀରର ହିମାଳୟୀ କ୍ଷେତ୍ର,ନିଳଗିରିର ଟୋଡା, ତ୍ରାବଣକୋରର ନାୟର, ମାଲାବାର ହିଲ୍ସର ଇଜହେର ଜାତି ଏବଂ ନେପାଳର ଆମ୍ମା ସମ୍ପ୍ରଦାୟ ।ଏହି ସମସ୍ତ ସ୍ଥାନରେ ଆଜି ମଧ୍ୟ ଏହି ପାଂଚାଳି ପରମ୍ପରା ବଂଚିରହିଛି । ଏହା ବ୍ୟତୀତ ଡେରାଡୁନର ଖାସି ଜନଜାତି, ଅରୁଣାଚଳ ପ୍ରଦେଶର, ଗାଲୋଙ୍ଗେ, କେରଳର ମାଲା ମଦେସର, ମାବିଲନ, କୋଟା, କରବାଜି, ପୁଲାୟା,ମୁଥୁବାନ ଏବଂ ମନ୍ନାନ ଜାତିରେ ଏହି ପ୍ରଥା ପ୍ରଚଳିତ ।

ଏହି ସମସ୍ତ ସ୍ଥାନରେ ପ୍ରଥମେ ଗୋଟିଏ ଭାଇ ସହିତ ଝିଅଟିଏ ବିବାହ ହୁଏ ଏବଂ ପରେ ସେହି ଝିଅକୁ ଅନ୍ୟମାନେ ବିବାହ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More