Only for Entertainment

ପନିର କୁଲଚାର ପ୍ରସ୍ତୁତି ପ୍ରଣାଳୀ ।

cosmicbites
0 47

ଆବଶ୍ୟକୀୟ ସାମଗ୍ରୀ- ମଇଦା,ଦହି,ବେକିଂ ପାଉଡର,ବେକିଂ ସୋଡ଼ା,ଚିନ.ଲୁଣ,ତେଲ,ପନିର,କଂଚା ଲଙ୍କା,ଅଦା ଓ ରସୁଣ ପେଷ୍ଟ,ଗରମ ମସଲା,ଆମଚୁର,ଜୁଆଣୀ,ଧନିଆ,ଲୁଣ,ରାଶୀ,ଧନିଆ,ବଟର ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ବାଉଲରେ ତେଲ ବ୍ୟତୀତ ଅନ୍ୟ ସମସ୍ତକୁ ପକାଇ ଅଟା ଚକଟିବା ଭଳି ପ୍ରସ୍ତୁତ କରନ୍ତୁ । ଏବେ ସାମାନ୍ୟ ତେଲ ପକାଇ ପୁଣିଥରେ ଚକଟନ୍ତୁ ଏବଂ ୨ ଘଂଟା ପାଇଁ ରଖି ଦିଅନ୍ତୁ ।

ଅନ୍ୟ ଏକ ବାଉଲରେ ଅନ୍ୟ ସମସ୍ତ ଦ୍ରବ୍ୟ ପକାଇ ଭଲ ଭାବରେ ମିଶାଇ ରଖନ୍ତୁ । ଏବେ ଡଫକୁ ଆଣି ଗୋଲ ଗୋଲ କରି ହାତରେ ଚାପି ରଖିଥିବା ମିଶ୍ରଣକୁ ମଝିରେ ଦିଅନ୍ତୁ । ଏହା ଉପରେ କଳା ରାଶି ଓ ଧନିଆ ପତ୍ର ପକାନ୍ତୁ । ଏହାକୁ ତାୱାରେ ବଟର ଦେଇ ସେକନ୍ତୁ କିମ୍ବା ଓଭନରେ ୩୫୦ଡିଗ୍ରୀଏଫ/୧୮୦ ଡିଗ୍ରୀସିରେ ୧୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More