Only for Entertainment

କିସିଙ୍ଗ କଂଟ୍ରୋଭର୍ସିର ୬ ମାସ ପରେ ଏହି ଗୀତରେ କମବ୍ୟାକ କଲେ ପପାନ ।

Hindustan Times
0 31

ପ୍ରସିଦ୍ଧ ଗାୟକ ପପାନ ରିଆଲିଟି ଶୋ ‘ଭଏସ ଅଫ ଇଣ୍ଡିଆ’ ରେ ଏକ ଛୋଟ ପିଲାକୁ କିସ କରିଥିବାକୁ ବିବାଦରେ ଫିସିଥିଲେ । ଦର୍ଶକ ଏବଂ ସେଲିବ୍ରେଟୀଙ୍କ ମଧ୍ୟରେ ଏହା ଖୁବ ଆଲୋଚନା ହୋଇଥିଲା । ଅବଶ୍ୟ କେହି କେହି ପପାନଙ୍କୁ ସପୋର୍ଟ କରି କହିଥିଲେଯେ ସେ ଛୋଟ ପିଲାକୁ ସ୍ନେହରେ କିସ କରିଥିଲେ ତ କେହି ଏହାର ଖରାପ ଅର୍ଥ ବାହାର କରିଥିଲେ,ଯାହା ପରେ ପପାନ ଶୋ ଛାଡ଼ି ଦେଇଥିଲେ । ସେ ଯାହା ମଧ୍ୟ ହେଉ ବିବାଦର ୬ ମାସ ପରେ ପପାନ ନିଜର ଏକ ନୂଆ ଗୀତ ନେଇ ଆସିଛନ୍ତି ।

ଆଇଆଇଆଇ ସ୍ମୋକିଂ ବାରେଲ୍ସର ନିର୍ମାତା ଫିଲ୍ମର ପ୍ରଥମ ଗୀତ ରିଲିଜ କରିଛନ୍ତି । ଯାହାକୁ ପପାନ କମ୍ପୋଜ କରିଛନ୍ତି । ଗୀତର ନାମ ହେଉଛି ‘ୟେ ତୀଶ୍ନଗୀ’ । ଏହା ଏକ ରକ ଏବଂ କଂଟେପରାରୀ ବଲିଉଡ ଗୀତ । ଏହାକୁ ହିନ୍ଦୀ ଏବଂ ଆସାମୀ ଭାଷାରେ ରିଲିଜ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More