Only for Entertainment

ବିବାହ ପାଇଁ ଚାପ ପକାଉଥିଲେ ବାପା ମା,ଝିଅ ଜଣକ ଦେଲେ ଏଭଳି ଶିକ୍ଷା ।

aajtak
42

ଅଧିକାଂଶ ସମୟରେ ଦେଖିବାକୁ ମିଳେଯେ ୩୦ ବର୍ଷ ହୋଇଯିବା ମାତ୍ରେ ଝିଅ ମାନଙ୍କୁ ବିବାହ କରିବା ପାଇଁ ଘରେ ଚାପ ପକାନ୍ତି । କେବଳ ସେତିକି ନୁହେଁ ସାହି ପଡ଼ିଶା ଲୋକଙ୍କ ଠାରୁ ମଧ୍ୟ କିଛି କିଛି ଶୁଣିବାକୁ ପଡ଼େ ଝିଅ ମାନଙ୍କୁ । କିଛି ଏହିଭଳି ହୋଇଛି ୟୁଗାଣ୍ଡାର ଜଣେ ଝିଅ ସହିତ ।

ଝିଅ ଜଣକ ବିବାହ ଚାପକୁ ନେଇ ଏତେ ଚିନ୍ତିତ ହୋଇଗଲେଯେ ସେ ଏକ ଭିନ୍ନ ଉପାୟରେ ଘର ଲୋକଙ୍କୁ ଶିକ୍ଷା ଦେଇଛନ୍ତି । ସେ ଏତେ ଚିନ୍ତିତ ହୋଇଗଲେଯେ ନିଜେ ନିଜକୁ ବିବାହ କରିବାକୁ ନିଷ୍ପତ୍ତି ନେଲେ ।ଝିଅଙ୍କର ନାମ ହେଉଛି ଲୁଲୁ ।ସେ ନିଜେ ନିଜକୁ ବିବାହ କଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More