Only for Entertainment

ଭଉଣୀଙ୍କ ସଂଗୀତରେ ପରିଣୀତି ଙ୍କ ମଜାଦାର ଡ୍ୟାନ୍ସ , ଦେଖନ୍ତୁ ଭିଡିଓ !

29

ବଲିଉଡ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ଏବେ ବିବାହ କରି ସାରିଛନ୍ତି । ଏଠାରେ ପ୍ରିୟଙ୍କାଙ୍କ ବିବାହ ଚଳିତ ବର୍ଷର ସବୁଠାରୁ ବଡ ବିବାହ ବୋଲି କୁହାଯାଉଛି । ନିକ ଏବଂ ପ୍ରିୟଙ୍କାଙ୍କ ଏହି ବିବାହ ଖୁବ ଖାସ କାରଣ ଏହି ବିବାହକୁ ସମ୍ପୂର୍ଣ୍ଣ ଭାବେ ପ୍ରାଇଭେଟ ରଖାଯାଇଥିଲା । ସେହିଭଳି ଏହି ବିବାହର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଠାରେ ଆମେ କହି ରଖୁଛୁ ଯେ ଏହି ବିବାହରେ ପ୍ରିୟଙ୍କା ଏବଂ ନିକଙ୍କ ପରିବାର ବର୍ଗ ଷ୍ଟେଜରେ ଖୁବ ନାଚିଥିଲେ ।

ସେହିଭଳି ଝିଅ ଘର ତରଫରୁ ପରିଣୀତି ନାଚିଥିଲେ ପ୍ରିୟଙ୍କାଙ୍କ ଦେଶୀଗର୍ଲ ସଙ୍ଗରେ, ଦେଖନ୍ତୁ ଭିଡିଓ-

ଏହି ଭିଡିଓରେ ଯେଉଁଭଳି ଅନ୍ଦାଜରେ ପରିଣୀତି ଡ୍ୟାନ୍ସ କରିଛନ୍ତି , ଏହାକୁ ଦେଖି ତାଙ୍କ ଫ୍ୟାନ୍ସମାନେ ଦିୱାନା ହୋଇଯାଇଛନ୍ତି ଏବଂ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More