Only for Entertainment

ପିଏମ ମୋଦିଙ୍କ ସହିତ ହାତ ନ ମିଳାଇବାରୁ ଟ୍ରୋଲ ହେଲେ ପରିଣୀତି ।

bollywood tadka
40

ବଲିଉଡ ସେଲିବ୍ରେଟୀ ସୋସିଆଲ ମିଡିଆରେ ଟ୍ରୋଲ ହେବା ଏକ ସାଧାରଣ କଥା ହୋଇଗଲାଣି । ଅଧିକାଂଶ ସମୟରେ କିଛି ଭିନ୍ନ ଭିନ୍ନ ଫଟୋ ପାଇଁ ତାରକା ମାନେ ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସି ଯାଉଛନ୍ତି । ନିକଟରେ ପରିଣୀତି ଚୋପ୍ରା ଟ୍ରୋଲର୍ସଙ୍କ ଟାର୍ଗେଟରୁ ବଂଚି ପାରି ନାହାଁନ୍ତି ।

 

View this post on Instagram

 

An honour yesterday ? @narendramodi

A post shared by Parineeti Chopra (@parineetichopra) on

ବାସ୍ତବରେ ପରିଣୀତିଙ୍କର ପିଏମ ମୋଦିଙ୍କ ସହିତ ଏକ ଫଟୋ ଭାଇରାଲ ହେଉଛି । କୁହାଯାଉଛି ପିଏମ ମୋଦି ନେସନାଲ ସିନେମା ମ୍ୟୁଜିୟମ ଉଦଘାଟନ କଲେ । ଏହା ଦ୍ୱାରା ବଲିଉଡର ପ୍ରାୟ ବଡ଼ ବଡ଼ ତାରକା ଉପସ୍ଥିତ ଥିଲେ । ସେଠାରେ ପରିଣୀତି ମଧ୍ୟ ପିଏମ ମୋଦିଙ୍କୁ ସାକ୍ଷାତ କଲେ । ଏହି ମଧ୍ୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ପରିଣୀତି ପିଏମ ମୋଦିଙ୍କୁ ନମସ୍କାର କରୁଛନ୍ତି ଯେତେବେଳେ ପିଏମ ମୋଦି ହାତ ମିଳାଇବାକୁ ହାତ ବଢାଉଛନ୍ତି । ପରିଣୀତିଙ୍କୁ ଦେଖିଲେ ମନେ ହେଉଛି ସେହି ସମୟରେ ସେ ଅପ୍ରସ୍ତୁତ ଥଲେ, ଯାହା ଦ୍ୱାରା ହଠାତ ସେ କିଭଳି ପିଏମଙ୍କୁ ଗ୍ରିଟ କରିବେ ତାହା ଦ୍ୱନ୍ଦରେ ରହିଗଲା । ତେବେ ଏହି ଫଟୋ ଦେଖିବା ପରେ ଟ୍ରୋଲର୍ସ ତାଙ୍କୁ ଟ୍ରୋଲ କରୁଛନ୍ତି ଏବଂ କେହି କେହି ଲେଖିଛନ୍ତିଯେ ମ୍ୟାଡାମ ମିମ ତୋ ବନତା ହୈ । ଜଣେ ୟୁଜର ଲେଖିଛନ୍ତିଯେ ତୁମେ ପିଏମଙ୍କ ସହିତ ହାତ ନମିଳାଇ ତାଙ୍କୁ ଅପମାନ କରିଛ ।

ୱର୍କଫ୍ରଂଟ କଥା କହିବା ତ ପରିଣୀତି ଫିଲ୍ମ କେଶରୀରେ ନଜର ଆସିବେ । ତାଙ୍କ ଅପୋଜିଟରେ ଦର୍ଶକ ଅକ୍ଷୟଙ୍କୁ ଦେଖିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More