Only for Entertainment

ଜାଣନ୍ତୁ ଓଡ଼ିଆର ଟପ ମେଗା ଧାରାବାହିକ ଅଭିନେତ୍ରୀଙ୍କ ଦିନକୁ ଇନକମ ।

youtube
0 156

ସମସ୍ତେ ମେଗା ଧାରାବହିକ ଦେଖିବାକୁ ଖୁବ ପସନ୍ଦ କରନ୍ତି । ବିଶେଷ କରି ଗାଁ ମାନଙ୍କରେ ଏହାର ଚାହିଦା ଖୁବ ଅଧିକ ରହିଥାଏ । କିନ୍ତୁ ଗାଁ ହେଉ କିମ୍ବା ସହର ଅଭିନେତା କିମ୍ବା ଅଭିନେତ୍ରୀଙ୍କର ଇନକମ ବିଷୟରେ ଜାଣିବାର ଇଛା ସମସ୍ତଙ୍କର ରହିଥାଏ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଅଭିନେତ୍ରୀଙ୍କ ଗୋଟିଏ ଦିନର ରୋଜଗାର ବିଷୟରେ

ଅଭିନେତ୍ରୀ ଦେବୀକା ଅରୁନ୍ଧତୀ ସାମଲ ଗୋଟିଏ ଏପିସୋଡକୁ ୨୦୦୦ରୁ ୪୦୦୦ ଟଙ୍କା ନେଇଥାନ୍ତି ।

debika
ଅର୍ପିତା କର ଗୋଟିଏ ଏପିସୋଡକୁ ୩୦୦୦ରୁ ୪୦୦୦ ଟଙ୍କା ନେଇଥାନ୍ତି ।


ସ୍ୱିଟି ପଟ୍ଟନାୟକ ଗୋଟିଏ ଏପିସୋଡକୁ ୪୦୦୦ରୁ ୬୦୦୦ ନେଇଥାନ୍ତି ।


ମଧୁସ୍ମିତା ପ୍ରଧାନ ଗୋଟିଏ ଏପିସୋଡରେ ୪୫୦୦ରୁ ୬୦୦୦ ନେଇଥାନ୍ତି ।


ଜେସି ୫୦୦୦ରୁ ୬୫୦୦ ନେଇଥାନ୍ତି ।


ବନଜା ପଣ୍ଡା ୬୦୦୦ରୁ ୭୦୦୦ ନେଇଥାନ୍ତି ।


ସିତଲ ପଟ୍ଟନାୟକ ଗୋଟିଏ ଏପିସୋଡରେ ୬୦୦୦ରୁ ୭୦୦୦ ନେଇଥାନ୍ତି ।


ସ୍ୱେତଲିନା ଭଟାଚାର୍ଯ୍ୟ ୬୦୦୦ରୁ ୭୦୦୦ ନେଇଥାନ୍ତି ।

ପ୍ରତି ଘରେ ଘରେ ପରିଚିତ ତୁଳସୀ ଗୋଟିଏ ଏପିସୋଡରେ ୯୦୦୦ରୁ ୧୦୦୦୦ ନେଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More