Only for Entertainment

ରିଲିଜ ହେଲା ରଜନୀକାନ୍ତଙ୍କ ପେଟାର ହିନ୍ଦୀର ଟ୍ରେଲର ।

bollywoos tadka
19

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅପକମିଂ ଫିଲ୍ମ ‘ପେଟା’ର ହିନ୍ଦୀ ଟ୍ରେଲର ରିଲିଜ ହୋଇସାରିଛି । ଏଥିରେ ରଜନୀକାନ୍ତଙ୍କ ବ୍ୟତୀତ ନବାଜୁଦ୍ଦିନ ସିଦ୍ଦିକ, ତୃଷା,ବବି ସିହ୍ମା, ବିଜୟ ମେଥୁପଥି ଏବଂ ସିମରନ ବଗ୍ଗା ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମ ୧୦ ଜାନୁଆରୀରେ ରିଲିଜ ହେବ । ପେଟା ରଜନୀକାନ୍ତଙ୍କ ୧୬୫ ତମ ଫିଲ୍ମ ।ଏବେ ଏହାର ଟ୍ରେଲର ଚାରିଆଡ଼େ ଧୁମ ମଚାଉଛି । ଏହା ଉପରେ ରହିଛି ସମସ୍ତଙ୍କ ନଜର । କିଛି ଝଲକ ନବାଜୁଦ୍ଦିନ ସିଦ୍ଦିକଙ୍କର ମଧ୍ୟ ଦେଖିବାକୁ ମିଳିଛି ।

କମ ଦୃଶ୍ୟରେ ନଜର ଆସି ମଧ୍ୟ ଛାପ ଛାଡ଼ି ଦେଇଛନ୍ତି ନବାଜୁଦ୍ଦିନ । ଏକ ଉତ୍ତର ଭାରତୀୟ ବ୍ୟକ୍ତି ଭାବରେ ନଜର ଆସିଛନ୍ତି ନବାଜୁଦ୍ଦିନ । ଏହି ଫିଲ୍ମରେ ଥଲାଇବା ଗ୍ୟାଙ୍ଗଷ୍ଟର ଚରିତ୍ରରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More