Only for Entertainment

ରିଲିଜ ହେଲା ଫେମସ ଫିଲ୍ମର ଆଉ ଏକ ଗୀତ, ଦେଖିବାକୁ ମିଳିଲା ଜିମି ସେରଗିଲ ଏବଂ ଶ୍ରିୟା ସରନଙ୍କ ରୋମାଂଟିକ ଅନ୍ଦାଜ ଦେଖନ୍ତୁ ।

inkhabar
0 64

ଜିମି ସେରଗିଲ ଏବଂ ଶ୍ରିୟା ସରନଙ୍କ ଆଗାମୀ ଫିଲ୍ମ ଫେମସର ୨ୟ ଗୀତ ହୋଇଛି ରିଲିଜ । ଫିଲ୍ମର ଏହି ଗୀତ ଖୁବ ରୋମାଂଟିକ ହୋଇଛି ଏଥିରେ ଜିମି ସେରଗିଲ ଏବଂ ଶ୍ରିୟା ସରନଙ୍କ ବିବାହ ଠାରୁ ନେଇ ଭଲ ପାଇବା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ଫେମସ ଏକ ଦେଶୀ ଡ୍ରାମା ଫିଲ୍ମ ଅଟେ , ଯେଉଁଥିରେ ଚମ୍ବଲରେ ଏକ ପ୍ରେମର କାହାଣୀ ଦେଖିବାକୁ ମିଳିବ । ଜୁବିନ ନୌଟିଆଲ ଏବଂ ଜୋନିତା ଗାନ୍ଧୀ ନିଜର କଣ୍ଠଦାନ କରିଛନ୍ତି । ଗୀତଟିକୁ ଲେଖିଛନ୍ତି ନବୀନ ତ୍ୟାଗୀ । ଦେଖନ୍ତୁ ଏହି ରୋମାଂଟିକ ଗୀତ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More