Only for Entertainment

ଶାହରୁଖ- ଅମିରଙ୍କ ସହିତ ନଜର ଆସିଲେ ରଣବୀର, ଦୀପିକା, ଆଲିଆ ଏବଂ ରଣବୀର କପୁର, କିଛି ମିନିଟରେ ଭାଇରାଲ ହେଲା ଫଟୋ ।

Zee News
0 29

ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହର କିଛି ସମୟ ପୂର୍ବରୁ ଇଂଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯାହାକୁ ଦେଖିଲେ ଆପଣ ମଧ୍ୟ ନଜର ହଟାଇ ପାରିବେ ନାହିଁ । ଏହି ଫଟୋ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁସାରେ ବୁଧବାର ରାତିରେ ଅମିର ଖାନ, ଶାହରୁଖ ଖାନ, ରଣବୀର କପୁର, ଆଲିଆ ଭଟ୍ଟ, ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଫିଲ୍ମନିର୍ମାତା କରଣ ଜୋହରଙ୍କୁ ସାକ୍ଷାତ କରିବା ପାଇଁ ପହଁଚିଥିଲେ । ଏହି ସାକ୍ଷାତକାରର ଏକ ଫଟୋ କରଣ ଜୋହର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହା ସହିତ କରଣ ଫଟୋର କ୍ୟାପସନରେ ଲେଖିଥିଲେ ଦ ବିଗେଷ୍ଟ ବ୍ଲଫବଷ୍ଟର ଏଭର ।

 

 

View this post on Instagram

 

The biggest BLOCKBUSTER ever!!!!!❤️????

A post shared by Karan Johar (@karanjohar) on

ଅନୁମାନ ଲଗାଯାଉନଛି ଯେ ଅମିର ଖାନ ନିଜର ଆଗାମୀ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ଟ୍ରେଲର ଏହି ଷ୍ଟାରମାନଙ୍କୁ ଦେଖାଇଛନ୍ତି । ଯଦି ଏପରି ହୋଇଥାଏ ତେବେ ଟ୍ରେଲର ଦେଖିବା ପରେ ଷ୍ଟାରମାନଙ୍କର ରିଆକ୍ସନ କିପରି ରହିବ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More