Only for Entertainment

ନ୍ୟୁୟର୍କରୁ ସାମ୍ନାକୁ ଆସିଲା ସୋନାଲୀ ବେନ୍ଦ୍ରେଙ୍କର ଆଉ ଏକ ଫଟୋ , ଖାଲି ସମୟରେ କରୁଛନ୍ତି ଏହିଭଳି କିଛି !

amarujala
0 40

ହାଇଗ୍ରେଡ କ୍ୟାନସର ସହ ସଂଘର୍ଷ କରୁଥିବା ସୋନାଲୀ ବେନ୍ଦ୍ରେ ଏବେ ନ୍ୟୁୟର୍କରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି । ସୋନାଲୀ ବେନ୍ଦ୍ରେ ଲଗାତାର ନିଜର ଫଟୋ ଶେୟାର କରିବାରେ ଲାଗିଛନ୍ତି । ପୁଣିଥରେ ସୋନାଲୀ ନିଜ ଲାଟେଷ୍ଟ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।


ଫଟୋ ସୋନାଲୀ ନ୍ୟୁୟର୍କର ଏକ ବୁକ ଷ୍ଟୋରରେ ଛିଡା ହୋଇ ବହି ପଢୁଥିବାର ନଜର ଆସିଛନ୍ତି । ସେ ମୁଣ୍ଡରେ ଏଖ କପଡା ବାନ୍ଧିଛନ୍ତି, ଏବଂ ଏକ ଟୋପି ଲଗାଇଛନ୍ତି । କିଛି ଦିନ ପୂର୍ବେ ସେ ବାଲ୍ଡ ଲୁକରେ ନଜର ଆସିଥିଲେ । ଏହି ଫଟୋକୁ ଶେୟାର କରି ସେ ଲେଖିଥିଲେ ‘ହାପି ବୁକ ଲଭର୍ସ ଡେ’ । ଏଠାରେ ଆମେ କହି ରଖୁଛୁ ଯେ ଅଗଷ୍ଟ ୯ ତାରିଖ ବୁକ ଲଭର୍ସ ଡେ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More