Only for Entertainment

ସଲମାନଙ୍କୁ ଚଢିଛି ଫଟୋଗ୍ରାଫିର ନିଶା,ସୁନିଲ ଗ୍ରୋଭରଙ୍କୁ ମଡେଲ କରି ଏହିଭଳି ଚାଲିଛି ଫଟୋ ସୁଟ ।

aajtak
0 44

ଯଦି ସୁପରଷ୍ଟାର ସଲମାନ ଖାନ ଆପଣଙ୍କ ଫଟୋ ସୁଟ କରନ୍ତି ତେବେ ଆପଣଙ୍କୁ କେଉଁଭଳି ଅନୁଭବ ହେବ?କମେଡିଆନ ଆକ୍ଟର ସୁନିଲ ଗ୍ରୋଭରଙ୍କ ସହିତ ଏବେ ସେହିଭଳି କିଛି ହେଉଛି । ସୁନିଲ ଗ୍ରୋଭର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସଲମାନ ଖାନ ସୁନିଲ ଗ୍ରୋଭରଙ୍କ ଫଟୋ ଉଠାଉଥିବାର ନଜର ଆସିଛନ୍ତି । ଏହା ସହିତ ସୁନିଲ କ୍ୟାପ୍ସନରେ ଲେଖିଛନ୍ତିଯେ ଆହା ଆହା ଖୁବଶୀଘ୍ର ଫାଇନାଲ ଫଟୋ ପୋଷ୍ଟ କରିବି । ଯେମିତି ସେ ଆସିଯିବେ । ତେବେ କେବଳ ଫଟୋ ଗ୍ରାଫରଙ୍କୁ ହିଁ ଦେଖନ୍ତୁନି । ଏମିତିବି ଲୋକେଶନ ମାଲତା । ଫିଲ୍ମ ଭାରତର ସୁଟିଂ କରୁଛୁ । ଫଟୋଗ୍ରାଫରଙ୍କ ଫଟୋର କ୍ରେଡ଼ିଟ ଅତୁଲ ସାର ।

କହିରୁଖୁଛୁଯେ ସୁନିଲ ଗ୍ରୋଭର ଏହି ଫଟୋରେ ବିଲକୁଲ ସଲମାନଙ୍କ ଷ୍ଟାଇଲରେ ନଜର ଆସିଛନ୍ତି । ଫଟୋକୁ ଖୁବ ପସନ୍ଦ କରାଯାଉଛି ।

 

କପିଲ ଶର୍ମାଙ୍କ ଶୋ ଛାଡ଼ିବା ପରେ ସୁନିଲ ଗ୍ରୋଭର ସିଲ୍ପା ସିନ୍ଦେଙ୍କ ସହିତ ଜିଓ ଧନ ଧନା ଧନରେ ନଜର ଆସିଥିଲେ । ସୁନିଲ ଖୁବଶୀଘ୍ର ଫିଲ୍ମ ପଟାଖାରେ ଅଭିନୟ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More