Only for Entertainment

ଅଭିଷେକ ବଚ୍ଚନ କଲେ ଗୁରୁଦ୍ୱାରର ସେବା, ଦର୍ଶନ ପାଇଁ ପହଂଚିଲେ ସ୍ୱର୍ଣ୍ଣ ମନ୍ଦିର !

0 30

ଅଭିଷେକ ବଚ୍ଚନ ପାଖାପାଖି ୨ବର୍ଷ ପରେ ମନମର୍ଜିଆ ଫିଲ୍ମ ଜରିଆରେ ଫେରୁଛନ୍ତି । ଏହି ଫିଲ୍ମ ୭ସେପ୍ଟେମ୍ବର ରିଲିଜ ହେବାକୁ ଯାଉଛି ।

ଫିଲ୍ମ ରିଲିଜ ପୂର୍ବରୁ ଅଭିଷେକ ବଚ୍ଚନ ଏହି ଫିଲ୍ମ ପ୍ରଡ୍ୟୁସର ଆନନ୍ଦ ଏଲ ରାୟଙ୍କ ସହ ମିଶି ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଦର୍ଶନ ପାଇଁ ଯାଇଥିଲେ ।

ଅଭିଷେକ ସ୍ୱର୍ଣ୍ଣ ମନ୍ଦିରରେ ସେବା କରୁଥିବାର ନଜର ଆସିଥିଲେ ।

ଅଭିଷେକଙ୍କ ଫିଲ୍ମ ମନମର୍ଜିଆ ବର୍ତ୍ତମାନ ସମୟର ସମ୍ପର୍କ ଏବଂ ଏଥିରେ ଥିବା ଜଟିଳତା ଉପରେ ଆଧାରିତ ।

ଗୁରୁଦ୍ୱାରରେ ଦର୍ଶନ ପରେ ଅଭିଷେକ ବଚ୍ଚନ, ଆନନ୍ଦ ଏଲ ରାୟ ଏବଂ ଫିଲ୍ମ ମନମର୍ଜିଆର ଲେଖକ କନିକା ଢିଲୋଁଙ୍କ ସହ ଅମୃତସରର ଷ୍ଟ୍ରିଟ ଫୁଡର ମଜା ଲୁଟିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More