Only for Entertainment

ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଉର୍ବଶୀ ରୌତେଲା, ଫ୍ୟାନମାନେ କଲେ ପସନ୍ଦ

aajtak
0 52

ଉର୍ବଶୀ ରୌତେଲା ଏବେ ଫିଲ୍ମ ଠାରୁ ଦୂରରେ ରହିଛନ୍ତି ସତ କିନ୍ତୁ ସେ ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ । ଫ୍ୟାନମାନଙ୍କ ସହିତ ସେ ପ୍ରତ୍ୟେକ ଦିନ କିଛି ନା କିଛି ସେୟାର କରିଥାନ୍ତି ।

ନିକଟରେ ଉର୍ବଶୀ ସୋସିଆଲ ମିଡିଆ ଇଂଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ ଫଟୋସୁଟ କରୁଥିବା ନଜର ଆସିଛନ୍ତି । ଫଟୋସୁଟରେ ଉର୍ବଶୀଙ୍କ ବୋଲ୍ଡ ଅନ୍ଦାଜ ଦେଖିବାକୁ ମିଳିଛି ।

 

Let the beauty we love be what we do #deep #letme

A post shared by URVASHI RAUTELA ??Actor (@urvashirautela) on

ୟଙ୍ଗ ମୋଷ୍ଟ ୱେମେନ ଇନ ଦ ୟୁନିଭର୍ସ ୨୦୧୮ରେ ସାମିଲ ହୋଇଥିବା ଉର୍ବଶୀ ଭିଡିଓର କ୍ୟାପସନରେ ଲେଖିଥିଲେ, ‘ଯେଉଁ ସୁନ୍ଦରତାକୁ ଆମେ ଭଲପାଇଥାଉ ତାହା ହେଉଛି ଆମେ ଯାହା କରିଥାଉ ।’ ଭିଡିଓରେ ଉର୍ବଶୀ ଚ୍ୟାର ଉପରେ ବସି ପୋଜ ଦେଉଥିବା ଦେଖିବାକୁ ମିଳିଛି । ଉର୍ବଶୀଙ୍କ ଏହି ଭିଡିଓକୁ ୫ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ଏହା ସହିତ ଉର୍ବଶୀଙ୍କ ଏହି ବୋଲ୍ଡ ଅନ୍ଦାଜ ତାଙ୍କର ଫ୍ୟାନମାନଙ୍କୁ ଖୁବ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More