Only for Entertainment

କୁର୍ତ୍ତା ପାଇଜାମା ଲୁକରେ ମାମୁ ଘରେ ପହଂଚିଲେ ତୈମୁର, ଗଣେଷ ପୂଜାରେ ମସ୍ତି ଧମାଲ କରୁଥିବାର ନଜର ଆସିଲେ ଦେଖନ୍ତୁ !

0 58

ନିଜ କ୍ୟୁଟନେସ କାରଣରୁ ଚର୍ଚ୍ଚାରେ ସବୁବେଳେ ରହିଥାଆନ୍ତି ସୈଫ ଅଲ୍ଲୀ ଖାନ ଏବଂ କରୀନା କପୂରଙ୍କ ପୁଅ ତୈମୁର ଅଲ୍ଲୀ ଖାନ । ଏବେଠାରୁ ପୁଅ ତୈମୁର ଅଲ୍ଲୀ ଖାନଙ୍କର ଅନେକ ଫ୍ୟାନ ଫଲୋଇଂ ମଧ୍ୟ ରହିଛନ୍ତି । ତୈମୁର ଜୁଆଡେ ବି ଯାଆନ୍ତି ଚର୍ଚ୍ଚାର ବିଷୟ ପାଲଟିଥାଆନ୍ତି । ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସବୁବେଳେ ଭାଇରାଲ ହେଉଥାଏ । ଏବେ ସାରା ଦେଶରେ ଗଣେଣ ପୂଜାର ମାହୋଲ ଚାରିଆଡେ ରହିଛି । ଏଥିରୁ ବା ତୈମୁର କେମିତି ବାଦ୍ ପଡିଯିବେ । ସେ ମଧ୍ୟ ଗଣେଷଙ୍କୁ ଦର୍ଶନ କରିଥିଲେ ଏବଂ ମମ୍ମି କରୀନା କପୂରଙ୍କ ସହ ମଙ୍ଗଳବାର ସେ ତାଙ୍କ ମାମୁଁ ଘରକୁ ଯାଇଥିଲେ ।

 

View this post on Instagram

 

Taimur’s Day Out

A post shared by Aadar Jain (@aadarjain) on

 

View this post on Instagram

 

??

A post shared by Armaan Jain (@therealarmaanjain) on

 

View this post on Instagram

 

Pukulu keeping himself hydrated ?❤️

A post shared by Taimur Ali Khan Pataudi ?? (@taimuralikhanx) on

ଏହିଭଳି ପୁଣିଥରେ ସେ ସମସ୍ତଙ୍କ ହୃଦୟ କିଣି ନେଇଛନ୍ତି । ଗଣେଷ ପୂଜାରେ କୁର୍ତ୍ତା ପାଇଜାମାରେ କ୍ୟୁଟ ନଜର ଆସିଥିଲେ । ତାଙ୍କର ଏହି ଲୁକ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା । କେବଳ ସେତିକି ନୁହେଁ ବରଂ ଖେଳୁଆଡ ଅନ୍ଦାଜରେ ମଧ୍ୟ ଦେଖିବାକୁ ମିଳିଥିଲେ । ସୋସିଆଲ ମିଡିଆରେ ତୈମୁରଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ତୈମୁରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ତାଙ୍କୁ ନିଜ ମାମୁଁ ଅରମାନ ଜୈନ ଶେୟାର କରିଛନ୍ତି ।

 

View this post on Instagram

 

The adventures of Mama and Tim Tim ????

A post shared by Armaan Jain (@therealarmaanjain) on

 

View this post on Instagram

 

our handsome boi in kurta ??❤️?? #taimuralikhan #taimur #kareenakapoor #saifalikhan

A post shared by Taimur Ali Khan Pataudi ?? (@taimuralikhanx) on

ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ତୈମୁରଙ୍କ ଜନ୍ମ ୨୦ଡିସେମ୍ବର ୨୦୧୬ରେ ହୋଇଥିଲା । ଚଳିତ ବର୍ଷ ଡିସେମ୍ବରରେ ତାଙ୍କୁ ୨ବର୍ଷ ପୂରଣ ହୋଇଯିବ । ସେ ଜନ୍ମ ପୂର୍ବରୁ ଏବଂ ଜନ୍ମ ପରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More