Only for Entertainment

ଆହତ ହେବା ପରେ ମଧ୍ୟ ହସିବା ଭୁଲି ନାହାଁନ୍ତି ଆଲିୟା,ଟିମ କଳଙ୍କ ସହିତ ପିଜା ପାର୍ଟି କଲେ ବରୁଣ । ।

indiatv
28

ଚୁଲବୁଲି ନାୟିକା ଆଲିୟା ଭଟ୍ଟ ସୁଟିଂ ସେଟରେ ଆଘାତ ପାଇଁ ମଧ୍ୟ ହସିବାକୁ ଭୁଲିନାହାଁନ୍ତି । ଏହା ଆପଣ ଜାଣିପାରିବେ ତାଙ୍କର ଏକ ଫଟୋ ଦେଖିବା ପରେ । ଆଲିୟା ଏକା ସାଙ୍ଗରେ ଦୁଇ ଦୁଇଟି ଫିଲ୍ମ ଯେପରି କଳଙ୍କ ଏବଂ ବ୍ରହ୍ମାସ୍ତ୍ରର ସୁଟିଂରେ ବ୍ୟସ୍ତ ରହୁଛନ୍ତି । ନିକଟରେ ଫିଲ୍ମ ସୁଟିଂ ସମୟରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଏହା ସତ୍ତେ୍ୱ ସେ ଫିଲ୍ମ ସୁଟିଂରୁ ଛୁଟି ନେବା ପାଇଁ ଇଛା କରି ନାହାଁନ୍ତି । ଆଘାତ ହେବା ପରେ ଆଲିୟାଙ୍କୁ ରଣବୀର କପୁରଙ୍କ ସହିତ ଏକ କ୍ଲିନିକ ବାହାରେ ସ୍ପଟ କରାଯାଇଥିଲା । ଆଲିୟା ଏବଂ ବରୁନ ଫିଲ୍ମ କଳଙ୍କର ଟିମ ସଦସ୍ୟଙ୍କ ସହିତ ଏକ ପିଜା ପାର୍ଟି କରିଛନ୍ତି । ତେବେ ବ୍ୟସ୍ତ ସିଡ୍ୟୁଲରୁ ସମୟ ବାହାର କରି କିଭଳି ଜୀବନକୁ ଉପଭୋଗ କରିବା ଉଚିତ ଏହା ବରୁଣ ଏବଂ ଆଲିୟାଙ୍କୁ ଭଲ ଭାବରେ ଜଣା ।

 


ସେଲିବ୍ରେଟ କରୁଥିବାର ଫଟୋ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ତେବେ କ୍ୟାପ୍ସନରେ ବରୁଣ ଲେଖିଛନ୍ତିଯେ ଏହା ଏଭଳି ଏକ ଫିଲ୍ମ ଯେଉଁଥିରେ ସେ କଠିନ ପରିଶ୍ରମ କରିଛନ୍ତି ।ଆଲିୟା ଭଟ୍ଟ ଫିଲ୍ମ ପାଇଁ ଶୋଇବା ମଧ୍ୟ ଭୁଲି ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More