Only for Entertainment

ଏହି କମ୍ପାନୀରେ କାମ କରୁଥିବା ଲୋକଙ୍କୁ ମିଳିଥାଏ ପର୍ସନାଲ ପ୍ଲେନ ।

yatra.com
0 33

ଆପଣ ଅଧିକ ସମୟରେ ଦେଖିଥିବେଯେ କମ୍ପାନୀ କାମରେ ଲୋକଙ୍କୁ ବାହାରକୁ ଯିବାକୁ ପଡ଼ିଥାଏ । ଏଥିପାଇଁ କେତେକ ସମୟରେ ଅଫସରେ ମନମାଳୀନ ମଧ୍ୟ ହୋଇଥାଏ । ଯଦି ଏହି ପରିସ୍ଥିତିରେ କମ୍ପାନୀ ଆପଣଙ୍କୁ ବ୍ୟକ୍ତିଗତ ପ୍ଲେନ ଦେବ ତେବେ ଖୁସିର ସୀମା ରହିବ ନାହିଁ ।

ଏବେ ଆପଣ ଭାବୁଥିବେ ଏହା କ’ଣ ସତ । ଆଜ୍ଞା ହଁ ଏହା ସତ୍ୟ । ଏଭଳି ଏକ କମ୍ପାନୀ ରହିଛି ଯାହାକୁ ଯିବା ଆସିବା କରିବା ପାଇଁ ପ୍ଲେନ ସୁବିଧା ଦିଆଯାଇଛି ।

ହ୍ୟୁଷ୍ଟନ ସ୍ଥିତ ଲା ଫର୍ମ ପୈଟରସନ ଏବଂ ସେରିଡନ ଏବଂ ସାନ ଫ୍ରାନ୍ସିସ୍କୋ କମ୍ପାନୀରେ ଏମ୍ପ୍ଲଇ ବା ଓକିଲ ମାନଙ୍କୁ ବାହାରକୁ ଯିବା ଆସିବା କରିବା ପାଇଁ ପ୍ଲେନର ସୁବିଧା ଦେଇଛନ୍ତି । ଯେଉଁଥିôପାଇଁ କମ୍ପାନୀ ୩ ମିଲିୟନ ଡଲାର ଖର୍ଚ୍ଚ କରି ଶୀଘ୍ର ଯାଉଥିବା ପ୍ଲେନ ସେବା ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More