Only for Entertainment

‘ମନ କି ବାତ’ରେ ଅକ୍ଷୟଙ୍କ ପ୍ରଶଂସା କଲେ ପିଏମ୍ ମୋଦି, ପଢନ୍ତୁ କ’ଣ କହିଲେ

zee news
0 40

ରେଡିଓରେ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିନ କରି ପ୍ରଧାନମନ୍ତ୍ରୀ ମୋଦି ଫିଟନେସ ମନ୍ତ୍ର ଦେଇଛନ୍ତି । ପିଏମ ମୋଦି କହିଛନ୍ତି ଶରୀରକୁ ଫିଟ ରଖିବା ପାଇଁ ଏକ ମାତ୍ର ଫ୍ରି ଉପାୟ ହେଉଛି ଯୋଗ । ଯୋଗ କରିବା ଦ୍ୱାରା ଶରୀର ଏବଂ ମସ୍ତିଷ୍କ ଉଭୟ ସୁସ୍ଥ ରହିଥାଏ । ଏହି କାର୍ଯ୍ୟକ୍ରମରେ ମୋଦି ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପ୍ରଶଂସା କରି କହିଛନ୍ତି ଯେ ଅକ୍ଷୟ ଦେଶର ଯୁବ ପିଢିକୁ ଫିଟ ରହିବାର ପ୍ରେରଣା ଦେଉଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନରୁ ଅକ୍ଷୟ କୁମାର ଫିଟ ଇଣ୍ଡିଆକୁ ପ୍ରମୋଟ କରୁଛନ୍ତି । ଏବଂ ନିଜ ଟୁଇଟର ଆକାଉଣ୍ଟରେ ଫିଟନେସ ଭିଡିଓ ମଧ୍ୟ ସେୟାର କରୁଛନ୍ତି । ଅକ୍ଷୟ ବଲିଉଡର ବଡ ତାରକା ଏବଂ ତାଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ ଥିବାରୁ ଲୋକଙ୍କୁ ଫିଟ କରିବାର ଦାୟିତ୍ୱ ନେଇଛନ୍ତି ସେ ।

ଦେଖନ୍ତୁ ତାଙ୍କର କିଛି ଫିଟନେସ ଭିଡିଓ….

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More