Only for Entertainment

ହୀନା ଖାନ, ଦିବ୍ୟାଙ୍କା ଏବଂ ଏକତା କପୂରଙ୍କର ହେଲା ଅପହରଣ, ସୋସିଆଲ ମିଡିଆରେ ମିଳିଲା ଖବର !

44

ଟିଭି ଜଗତର ସବୁଠାରୁ ବଡ ଖବର ସାମ୍ନାକୁ ଆସିଛି । ଖବର ମୁତାବକ ଟିଭି ପପୁଲାର ଅଭିନେତା ଅଭିନେତ୍ରୀଙ୍କର ଅପହରଣ ହୋଇଛି । ନିଜ ଅପହରଣ ହେବାର ଖବର ସୋସିଆଲ ମିଡିଆରେ ନିଜେ ଏହି ସେଲିବ୍ରିଟି ଦେଇଛନ୍ତି । ଏବେ ଆପଣ ଭାବୁଥିବେ ଏପରି କେମିତି ହେଲା । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ହୀନା ଖାନ, ଏକତା କପୂରଙ୍କ ଠାରୁ ଆରମ୍ଭ କରି ଦିବ୍ୟଙ୍କା, କରିସ୍ମା ତନ୍ନା, ସୁରଭି ଜ୍ୟୋତି ଏବଂ ବିବେକ ଦହିୟା ଏବେ ପର୍ଯ୍ୟନ୍ତ ଅପହରଣ ହୋଇଛନ୍ତି ।

 

View this post on Instagram

 

Mera apharan ho gaya hai

A post shared by Divyanka Tripathi Dahiya (@divyankatripathidahiya) on

 

View this post on Instagram

 

Wanted to save my actors parrrrr mera bhi apharan ho Gaya hai! Who is doingggggggg thisssss

A post shared by Ek❤️ (@ektaravikapoor) on

 

View this post on Instagram

 

Mera Apharan ho gaya hai

A post shared by Hina Khan (@realhinakhan) on

ଏଠାରେ ଆମେ କହି ରଖୁଛୁ ଯେ ଏଥିପାଇଁ ବିଲକୁଲ ବି ଡରନ୍ତୁ ନାହିଁ । ଏହିଭଳି ପୋଷ୍ଟ କରି ଏହି କଳାକାର ମାନେ ଏକତାଙ୍କ ଏକ ୱେବ ସିରିଜକୁ ପ୍ରମୋଟ କରୁଛନ୍ତି । ମିଳିତ ସୂତ୍ରରୁ ଏହି ୱେବ ସିରିଜରେ ଅନେକ ଟିଭି କଳାକାର ନଜର ଆସିବେ ।
୭ମାସ ପୂର୍ବେ ଏହି ୱେବ ସିରିଜର ସୁଟିଂ ଆରମ୍ଭ ହୋଇଥିଲା । ଖବର ମୁତାବକ , ଏଥିରେ ଅରୁଣୋଦୟ ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ । ଏକତା ଦିବ୍ୟାଙ୍କାଙ୍କୁ ନେଇ ମଧ୍ୟ ଏକ ୱେବ ସିରିଜ ଆଣୁଛନ୍ତି ଯାହାର ନାଁ ରହିଛି ସେଫ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More