Only for Entertainment

ଏୟାରପୋର୍ଟରେ ପ୍ରଭାସଙ୍କୁ ଚାପୁଡ଼ା ମାରି ଦୌଡ଼ିଲେ ମହିଳା ଫ୍ୟାନ । ଭିଡ଼ିଓ ଭାଇରାଲ ।

bollywood tadka
48

ବାହୁବଳୀରେ ଅଭିନୟ କରି ଚାଂଚଲ୍ୟ ସୃଷ୍ଟି କରିଥିବା ପ୍ରଭାସଙ୍କର ଲକ୍ଷ ଲକ୍ଷ ଦିୱାନୀ ଅଛନ୍ତି । ଫ୍ୟାନ୍ସ ପ୍ରଭାସଙ୍କ ପାଇଁ କେତେ ପାଗଳ ତାହାର ଏକ ଦୃଶ୍ୟ ନଜର ଆସିଛି । ଗତ ସୋମବାରକୁ ପ୍ରଭାସଙ୍କୁ ଏୟାରପୋର୍ଟରେ ସ୍ପଟ କରାଯାଇଛି । ସେଠାରେ ଜଣେ ଫ୍ୟାନ୍ସ ପ୍ରଭାସଙ୍କୁ ଦେଖି ସବୁ ଭୁଲିଗଲେ ଏବଂ ଧୀରେ ଚାପୁଡ଼ା ମାରି ଦୌଡ଼ିଗଲେ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କହିରଖୁଛୁଯେ ପ୍ରଭାସ ସେହି ମହିଳା ଫ୍ୟାନ୍ସଙ୍କ ସହିତ ଫଟୋ ମଧ୍ୟ ଉଠାଇଛନ୍ତି ।

 

View this post on Instagram

 

#Prabhas with Los Angeles fans ???? Latest #Saaho #ShadesOfSaaho2 #ShadesOfSaahoChapter2

A post shared by Prabhas (@uppalapati_prabhas_official) on

ଫ୍ୟାନ ଜଣକ ପ୍ରଭାସଙ୍କୁ ଦେଖି ଖୁବ ଉତ୍ସାହିତ ହୋଇଗଲେ । ଫଟୋ ଉଠାଇବା ପରେ ମହିଳା ଜଣକ ପ୍ରଭାସଙ୍କ ଗାଲକୁ ଧୀରେ ଚାପୁଡ଼ା ମାରିଦେଲେ । ଗାଲକୁ ଆଉଁସି ଆଉଁସି ପ୍ରଭାସ ଅନ୍ୟ ଏକ ଫ୍ୟାନଙ୍କ ସହିତ ଫଟୋ ଉଠାଇଲେ ।

 

View this post on Instagram

 

Her excitement at peaks ????, Very lucky fans ???. Los Angeles prabhas fans ,???? #Prabhas #Saaho #ShadesOfSaahoChapter2 #ShadesOfSaaho2

A post shared by Prabhas (@uppalapati_prabhas_official) on

ପ୍ରଭାସ ଏବଂ ତାଙ୍କର ଏହି ଚୁଲବୁଲି ଫ୍ୟାନଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଭିଡ଼ିଓକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ୱର୍କଫ୍ରଂଟ କଥା ଆଲୋଚନା କରିବା ତ ପ୍ରଭାସ ଫିଲ୍ମ ସାହୋର ସୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ବିପକ୍ଷରେ ନଜର ଆସିବେ ଶ୍ରଦ୍ଧା କପୁର । ଫିଲ୍ମ ତିନି ଭାଷାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More