Only for Entertainment

ସାମ୍ନାକୁ ଆସିଲା ‘ସୋହୋ’ ଫିଲ୍ମର ଲୁକ, ଏହି ଅନ୍ଦାଜରେ ନଜର ଆସିଲେ ବାହୁବଳୀ ପ୍ରଭାସ

News Track
0 59

ସୁପରଷ୍ଟାର ପ୍ରଭାସ ବର୍ତ୍ତମାନ ଦୁବାଇରେ ଫିଲ୍ମ ‘ସାହୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ସୁଟିଂ ସେଟର କିଛି ଫଟୋ ସାମ୍ନାକୁ ଆସିଛି । ଫଟୋରେ ପ୍ରଭାସ ସୁପର ବାଇକ ଉପରେ ବସିଥିବାରୁ ଦେଖିବାକୁ ମିଳିଛି ।

saho-ll

ତାଙ୍କର ଏହି ଡ୍ୟାସିଂ ଲୁକ ସୋସିଆଲ ସାଇଟରେ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋରେ ପ୍ରଭାସ ଲେଦର ଜ୍ୟାକେଟ ପିନ୍ଧି ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଛନ୍ତି । ଖବର ଅନୁସାରେ ଦୁବାଇରେ ମହଙ୍ଗା ଗାଡି, ସୁପରବାଇକ ସହିତ ଫିଲ୍ମର କିଛି ଦୃଶ୍ୟ ସୁଟିଂ ହେଉଛି । ଫିଲ୍ମରେ ଜବରଦସ୍ତ ଆକ୍ସନ ଏବଂ ଷ୍ଟଣ୍ଟ ସିନ ଦେଖିବାକୁ ମିଳିବ ।

saho4-ll

ଅନ୍ୟପକ୍ଷରେ ପ୍ରଭାସଙ୍କ ପ୍ରଶଂସକ ତାଙ୍କୁ ସିଲଭର ସ୍କ୍ରିନରେ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି । ଫିଲ୍ମରେ ପ୍ରଭାସଙ୍କ ବ୍ୟତିତ ଶ୍ରଦ୍ଧା କପୁର, ନୀଲ ନିତିନ ମୁକେଶ, ଏୱଲିନ ଶର୍ମା, ମନ୍ଦିରା ବେଦୀ ନଜର ଆସିବେ । ପ୍ରଭାସଙ୍କ ପପୁଲାରିଟିକୁ ନଜରରେ ରଖି ଫିଲ୍ମକୁ ତେଲଗୁ, ତାମିଲ, ହିନ୍ଦୀ ଏବଂ ମାଲାୟାଲମ ଭାଷାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More