Only for Entertainment

ପ୍ରଭାସ ରବିନାଙ୍କୁ କହିଲେ ଏକ୍ସ ଗର୍ଲଫ୍ରେଣ୍ଡ, ଦେଖନ୍ତୁ ଟିପ ଟିପ ବରଷା ପାନିରେ ଦୁଇଜଣଙ୍କ ରୋମାଂଟିକ ଡ୍ୟାନ୍ସ ଭିଡ଼ିଓ

hindirush
238

ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୂରଙ୍କ ଫିଲ୍ମ ‘ସାହୋ’ ୩୦ ଅଗଷ୍ଟକୁ ରିଲିଜ ହେବାପାଇଁ ପ୍ରସ୍ତୁତ । ସାହୋର ଲିଡ ଆକ୍ଟର୍ସ ବର୍ତ୍ତମାନ ଫିଲ୍ମର ଜବରଦସ୍ତ ପ୍ରମୋଶନ କରୁଛନ୍ତି ।

ୱିକେଣ୍ଡରେ ପ୍ରଭାସ ଏବଂ ଶ୍ରଦ୍ଧା ‘ନଚ ବଲିୟେ’ ସେଟରେ ପହଂଚିଥିଲେ । ଶୋ’ରେ ପ୍ରଭାସ ମଜାଳିୟା ଢଙ୍ଗରେ ରବିନା ଟଣ୍ଡନଙ୍କୁ ଏକ୍ସ ଗର୍ଲଫ୍ରେଣ୍ଡ କହିଲେ, ଯାହା ପରେ ଉପସ୍ଥିତ ସମସ୍ତ ଦର୍ଶକ ପ୍ରଭାସ ପ୍ରଭାସ ନାରା ଲଗାଇବା ଆରମ୍ଭ କରିଦେଲେ । ଏହା ସହିତ ପ୍ରଭାସ ରବିନାଙ୍କ ସହିତ ଡ୍ୟାନ୍ସ କରିବା ପାଇଁ କହିଲେ ।

 

ଷ୍ଟାରପ୍ଲସର ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଂଟରେ ‘ନଚ ବଲିୟେ’ର ଏକ ଭିଡ଼ିଓ ଶେୟାର କରାଯାଇଛି । ତେବେ ଶୋ’ର ଜଜ ଅହମ୍ମଦ ଖାନ କହୁଛନ୍ତିଯେ ପ୍ରଭାସ ତାଙ୍କୁ ତାଙ୍କର ଏକ ସ୍ୱପ୍ନ ବିଷୟରେ କହିଛନ୍ତି । ସ୍ୱପ୍ନଟି ହେଉଛି ସେ ରବିନାଙ୍କ ସହିତ ଡ୍ୟାନ୍ସ କରିବାକୁ ଚାହାଁନ୍ତି ଯାହାକୁ ସେ ସବୁବେଳେ ଚାହାଁନ୍ତି । ଅହମ୍ମଦଙ୍କ ଇଶାରା ରବିନାଙ୍କୁ ଥିଲା । ଏହାପରେ ଦୁଇଜଣଙ୍କ ଟିଟିଟିପ ବର୍ଷା ପାନିରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଯାହା ଖୁବ ରୋମାଂଟିକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More