Only for Entertainment

ଏସ ଅଫ ସ୍ପେଶ’ରେ ଜମିଲା ପ୍ରକୃତିଙ୍କୁ ଯାଦୁ, ବିଚାରକ କଲେ ପ୍ରଶଂସା !

195

ପ୍ରକୃତି ମିଶ୍ର କେବଳ ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି ବରଂ ଭଲ ଡାନ୍ସର ଏବଂ ସିଙ୍ଗର ମଧ୍ୟ । ଏକଥା ଆମେ କହୁ ନାହୁଁ ବରଂ ତାଙ୍କ ଟ୍ୟାଲେଂଟ କହୁଛି । ନିକଟରେ ସେ ହିନ୍ଦୀ ସିରିଅଲରେ ଅଭିନୟ କରୁଥିଲେ । ଏହାପରେ ସେ ଏବେ ଏମ୍ଟିଭିରେ ପ୍ରସାରିତ ହେଉଥିବା ହୋଷ୍ଟ ବିକାଶ ଗୁପ୍ତାଙ୍କ ଶୋ ‘ଏସ୍ ଅଫ ସ୍ପେଶ’ରେ ପ୍ରତିଯୋଗୀ ଭାବେ ନଜର ଆସିଛନ୍ତି । ଏହି ଶୋ’ରେ ସେ ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରୁ ଭଲ ପ୍ରତିଯୋଗୀ ଭାବେ ପ୍ରଶଂସା ପାଇଥିବା ବେଳେ ଏବେ ସେହି ଗୃହରେ ପ୍ରବେଶ କରିଛନ୍ତି ତାଙ୍କ ବାପା ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର । ନ୍ୟାସନାଲ ଟିଭି ରିଆଲିଟି ଶୋ’ରେ ବାପା ଝିଅ ଏକାଠି ମିଶି ସାତ ସୁରେ ବନ୍ଧା ଏ ଜୀବନ ଗାଇଛନ୍ତି ।

 

View this post on Instagram

 

This father daughter duo shining so bright in National Television singing this beautiful Odia Song and making Odisha So So Proud!!!!!!♥️ So as we all know Manmath Mishra @manmathmishra is undoubtedly the best Music Director in Ollywood Industry! He leaves a sparkle wherever he goes! Just like that he did the same thing with his Proud Daughter Prakruti in the house of Ace of space! ♥️ Like Father like daughter! . Don’t forget to watch our #Aloo everyday 6PM only on @mtvindia @aceofspace 2 and anytime on @voot 📺 Account handled by @lovinanayak15 Wearing @thefrenchknot_kolkata_saltlake #prakrutimishra #teamprakrutimishra #teamprakruti #supportprakrutimishra #AceofSpace2 #proudodia #teamprakrutimishra #voteforprakrutimishra #voteforodisha #voteforodishapride #prakrutimishra #odisha #aceofspace #mtvaceofspace #season2 #mtvaceofspace2 #task #endemolshine #ultracool #daddygirl #fatherdaughter #makingodishaproud #ollywood #musicdirector #manmathmishra

A post shared by prakrutimishra (@prakrutimishra) on


ତେବେ ସେ ସେହି ଶୋ’ରେ ବାପାଙ୍କ ସହ ଗୀତ ଗାଇ ସେଠାରେ ଉପସ୍ଥିତ ପ୍ରତିଯୋଗୀଙ୍କୁ ଶୁଣାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ପ୍ରକୃତି ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି ।

କେବଳ ସେତିକି ନୁହେଁ ଏହି ଶୋ’ରେ ସେ ନିଜର ସମସ୍ତ ଟ୍ୟାଲେଂଟ ଦେଖାଇ ବିଚାରକଙ୍କୁ ଇମ୍ପ୍ରେସ କରାଇବାରେ ସମ୍ଭବ ହୋଇପାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More