Only for Entertainment

ରିସେପସନ ପାର୍ଟି ରେ କିଛି ଏଭଳି ଅନ୍ଦାଜରେ ନଜର ଆସିଲେ ପ୍ରତୀକ ଏବଂ ତାଙ୍କ ପତ୍ନୀ, ଭାଇରାଲ ହେଉଛି ଫଟୋ !

30

ବଲିଉଡ ଅଭିନେତା ପ୍ରତୀକ ବବର ୨୩ଜାନୁଆରୀ ରେ ଲଖନଉରେ ସାନ୍ୟା ସଗାରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହେଁ ପରିବାରର କିଛି ବନ୍ଧୁବାନ୍ଧବ ଙ୍କ ସମୁଖରେ ବିବାହ କରିଥିଲେ ।

ନିକଟରେ ଏହି ନୂଆ କପଲ ଏକ ଗ୍ରାଣ୍ଡ ରିସେପସନ ର ଆୟୋଜନ କରିଥିଲେ ।

ଏବେ ଏହି ରିସେପସନ ପାର୍ଟିର ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋରେ ସାନ୍ୟା ଏବଂ ପ୍ରତୀକ ଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି ।

ଏହି ରିସେପସନ ପାର୍ଟିର ଥିମ ଭିନ୍ନ ଥିଲା । ଏହି ନୂଆ ଯୋଡି କଳା ରଙ୍ଗ ପୋଷାକରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More