Only for Entertainment

ଦେଖନ୍ତୁ ପ୍ରଭାସଙ୍କର ଜେଂଟଲମ୍ୟାନ ଅନ୍ଦାଜ,ନୀଲ ନିତିନ ମୁକେଶଙ୍କ ପତ୍ନୀଙ୍କୁ ଦେଲେ ଏହିଭଳି ଶୁଭେତ୍ସା ।

zeenews
0 50

ପ୍ରଭାସ ସାହୋ ଫିଲ୍ମରେ ତାଙ୍କ କୋ ଷ୍ଟାର ନୀଲ ନିତିନ ମୁକେଶଙ୍କ ପତ୍ନୀଙ୍କୁ ଶୁଭେତ୍ସା ଦେବାକୁ ଯାଇଥିଲେ । ତେବେ କିଛି ଦିନ ପୂର୍ବରୁ ମୁକେଶ ସୋସିଆଲ ମିଡିଆରେ ସେୟାର କରିଥିଲେଯେ ତାଙ୍କ ଘରକୁ କୁନି ଅତିଥି ଆସୁଛନ୍ତି । ସେ ପ୍ରଭାସଙ୍କର ଏକ ଫଟୋ ମଧ୍ୟ ସେୟାର କରିଥିଲେ । ଏହା ସହିତ ସେ ଲେଖିଥିଲେଯେ ଦେଶର ଡାର୍ଲିଙ୍ଗ ପୁଣିଥରେ ପ୍ରମାଣ କରିଦେଲେଯେ ଖବୁ ଭଲପାଇବା ଓ ମଧୁର ଭାବନା ସହିତ ସେ ମୋତେ ଏବଂ ମୋ ପତ୍ନୀ ରୁକ୍ମିଣୀକୁ ଶୁଭେତ୍ସା ଦେବାକୁ ଆସିଥିଲେ ।

ମୁକେଶ ଏବଂ ପ୍ରଭାସ ଫିଲ୍ମ ସାହୋରେ ଏକା ସାଙ୍ଗରେ ନଜର ଆସିବେ । ଫିଲ୍ମର ସୁଟିଂ ଆବୁଧାବିରେ ଚାଲୁଛି । ଫିଲ୍ମରେ ଶ୍ରଦ୍ଧା କପୁର ମଧ୍ୟ ନଜର ଆସିବେ । ଏହାକୁ ହଲିଉଡ ଷ୍ଟାଇଲରେ ଷ୍ଟଂଟର ସହିତ ସୁଟିଂ କରାଯାଉଛି । ବିଶ୍ୱାସ କରାଯାଉଛି ଏହା ଏପର୍ଯ୍ୟନ୍ତ ତାମିଲ ଫିଲ୍ମ ମଧ୍ୟରୁ ସବୁଠାରୁ ଧମାକାଦାର ଫିଳ୍ମ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More