Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଜୁଆଣି ପନୀର ଟିକା ।

youtube
0 70

ପ୍ରଥମେ ୨୫୦ ଗ୍ରାମ ପନୀର ନିଅନ୍ତୁ । ଏକ ବାଉଲରେ ଲେମ୍ବୁ,ଦହି,ଜୁଆଣି,ହଳଦୀ,ଲଙ୍କା ଗୁଣ୍ଡ,ଜିରା ଗୁଣ୍ଡ,ଧନିଆ ଗୁଣ୍ଡ,ଗୋଲମରିଚ ଗୁଣ୍ଡ,୬୦ ଗ୍ରାମ ପିଆଜ,ସିମଲା ଲଙ୍କା ଓ ପନୀରକୁ ପକାଇ ଭଲ ଭାବରେ ମିଶାନ୍ତୁ ଓ ୨ ଘଂଟା ପାଇଁ ମ୍ୟାରିନେଟ କରି ରଖନ୍ତୁ

କାଠିକୁ ପାଣିରେ ଅଧ ଘଂଟା ଭିଜାଇ ରଖନ୍ତୁ । ଏବେ ମିଶ୍ରଣକୁ ସେଥରେ ଗୋଟିଏ ପରେ ଗୋଟିଏ କରି ଲଗାନ୍ତୁ । ଏହାପରେ ମାଇକ୍ରୋୱେଭରେ ରଖନ୍ତୁ । ଏହା ପୂର୍ବରୁ ପାତ୍ରରେ ବଟର ଲଗାଇବେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More