Only for Entertainment

ନଡ଼ିଆ ଚଟଣୀର ପ୍ରସ୍ତୁତି ପ୍ରଣାଳୀ ।

vegrecipesofindia
0 53

ଦୋସା ସହିତ ଯଦି କିଛି ଚଟଣୀ ମିଳିଯାଏ ତେବେ ଖାଇବାର ସ୍ୱାଦ ବଦଳିଯାଏ ଏବଂ ଇଛା ମଧ୍ୟ । ତେବେ ଚାଲନ୍ତୁ ଶିଖିବା ନଡ଼ିଆ ଚଟଣୀର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକୀୟ ସାମଗ୍ରୀ- ୧ କପ କୋରା ନଡ଼ିଆ,୨ ଚାମଚ ଚଣା ଡାଲି,୧ଟି କଂଚା ଲଙ୍କ.ସାମାନ୍ୟ ଅଦା ଓ ଲୁଣ ସ୍ୱାଦନୁସାରେ । ୧ ଚାମଚ ବିରି ଡାଲି,ଅଧ ଚାମଚ ସୋରିଷ,ଅଧ ଚାମଚ ଜିରା,ଭୃସଙ୍ଗ ପତ୍ର,ହେଙ୍ଗୁ,ଶୁଖିଲା ଲଙ୍କା,ତେଲ ।

ପ୍ରସ୍ତୁତି ପ୍ରଣାଳୀ- ଏକ ଜାରରେ ନଡ଼ିଆ କୋରା ନିଅନ୍ତୁ । ଏହାପରେ କଂଚା ଲଙ୍କା ଓ ଅଦା ପକାନ୍ତୁ । ଏହାପରେ ଭଜା ବୁଟ ଡାଲି ଏବଂ କିଛି ଜଳ ପକାନ୍ତୁ । ଏହାପରେ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ ।

ଏକ ଛୋଟ ପ୍ୟାନରେ ତେଲ ଗରମ କରନ୍ତୁ । ଅଧ ଚାମଚ ତେଲ ପକାନ୍ତୁ । ସୋରିଷ ପକାଇ ଫୁଟାନ୍ତୁ । କିଛି ଧଳା ବିରି ଡାଲି ଓ ପରେ ଜିରା ପକାନ୍ତୁ । ଗୋଲେଡେନ ରଙ୍ଗ ଆସିବା ପରେ ଶୁଖିଲା ଲଙ୍କା,ଭୃସଙ୍ଗପତ୍ର ଓ ହେଙ୍ଗୁ ପକାନ୍ତୁ । ରଙ୍ଗ ପରିବର୍ତ୍ତନ ହେବା ପରେ ଏହାକୁ ବାଟଣରେ ପକାନ୍ତୁ । ଏହିଭଳି ପ୍ରସ୍ତୁ୍ କରନ୍ତୁ ସ୍ୱାଦିଷ୍ଟ ନଡ଼ିଆ ଚଟଣୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More