Only for Entertainment

ପିଏମଙ୍କ ଗୀତରେ ଦିବ୍ୟାଙ୍ଗ ପିଲାମାନେ କଲେ ଗରବା,ମୋଦି କଲେ ପ୍ରଶଂସା ।

punjab kesari
23

ନବରାତ୍ର ସହିତ ଦେଶ ସାରା ଗର୍ବାର ଧୁନ ଆରମ୍ଭ ହୋଇ ସାରିଲାଣି । ଗରବା ଗୁଜୁରାଟର ପାରମ୍ପରିକ ନୃତ୍ୟ । ଗୁଜୁରାଟରେ ଏହାର ଏକ ଖାସ ମହତ୍ୱ ରହିଛି । ଏହି ଦିନ ପାଇଁ ଦିବ୍ୟାଙ୍ଗ ପିଲା ମାନଙ୍କର ସୁନ୍ଦର ଗୀତ ଦେଖିବାର ସୁଯୋଗ ମିଳିଛି । ଏହାକୁ ଏବେ ଖୁବ ପ୍ରଶଂସା କରାଯାଉଛି ।ସବୁଠାରୁ ଖାସ କଥା ହେଉଛିଯେ ଏହି ଗୁଜୁରାଟୀ ଗୀତକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି । ଗୀତର ଆରମ୍ଭ ହେଉଛି ଧୁମେ ଏନୋ ଗରବୋରୁ ।

 

ପିଏମ ମୋଦି ନିଜେ ଏହି ଗୀତକୁ ଲେଖଛନ୍ତି ଏବଂ ଗୀତର ନିର୍ଦ୍ଦେଶନା ଦେଇଛନ୍ତି ଶୈଳେଶ ଗୋହିଲ ଏବଂ ଡାକ୍ତର ବିନ୍ଦୁ ତ୍ରିବେନ୍ଦୀ । ଗୀତକୁ ଗାଇଛନ୍ତି ଐଶ୍ଚର୍ଯ୍ୟା ମଜୁମଦାର ଏବଂ ଅମି ପାରେଖ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More