Only for Entertainment

ସମସ୍ତଙ୍କ ସାମ୍ନାରେ ପ୍ରେମକୁ ଏକ୍ସପ୍ରେସ କଲେ ପ୍ରିନ୍ସ ନରୁଲା,ଦେଖନ୍ତୁ ୟୁବିକା ଏବଂ ପ୍ରିନ୍ସଙ୍କ ରୋମାଂଟିକ ଭିଡିଓ ।

aajtak
0 41

ବିଗବସ ସିଜନ ୯ର ବିଜେତା ପ୍ରିନ୍ସ ନରୁଲା ଗର୍ଲଫ୍ରେଣ୍ଡ ୟୁବିକାଙ୍କୁ ନିଜର ପ୍ରେମ ଏକ୍ସପ୍ରେମ କରିବା ପାଇଁ କୌଣସି ମୌକା ଛାଡ଼ନ୍ତି ନାହିଁ । ପ୍ରିନ୍ସ ୟୁବିକାଙ୍କ ସହିତ ସମସ୍ତ ଫଟୋ ସେୟାର କରନ୍ତି । ତେବେ ନିକଟରେ ଏକ ଇଭେଂଟରେ ଷ୍ଟେଜ ଉପରକୁ ଆସି ପୁଣିଥରେ ତାଙ୍କ ପ୍ରେମକୁ ଏକ୍ସପ୍ରେସ କରିଛନ୍ତି । ଏହି ଇଭେଂଟରେ ୟୁବିକା ଏକ ବ୍ରାଣ୍ଡ ପାଇଁ ବଧୂ ବେଶରେ ଆସିଥିଲେ ।

 

ପ୍ରିନ୍ସ ଏବଂ ୟୁବିକା ଏହି ବର୍ଷ ବିବାହ ବନ୍ଧନରେ ବାନ୍ଧିି ହେବାକୁ ଯାଉଛନ୍ତି । ତେବେ ବିବାହ ଅକ୍ଟେବର କିମ୍ବା ନଭେମ୍ବରରେ ହେବ । ଏହା ଏକ ପଂଜାବୀ ବିବାହ ହେବ । ତେବେ ଭେନ୍ୟୁ ଏପର୍ଯ୍ୟନ୍ତ ଠିକ ହୋଇନାହିଁ ।

 

ୟୁବିକା ଯେତେବେଳେ ସୋସିଆଲ ମିଡିଆରେ ତାଙ୍କ ବୋଲ୍ଡ ଫଟୋ ସେୟାର କରିବା ପାଇଁ ବନ୍ଦ କରିଦେଲେ ତେବେ ବୁଝିବାକୁ ପଡ଼ିଲାଯେ ଏଡା ପଛର କାରଣ ପ୍ରିନ୍ସ ହୋଇପାରନ୍ତି । ତେବେ ପ୍ରିନ୍ସଙ୍କୁ ଏହି ବିଷୟରେ ପଚାରିବାରୁ ସେ ମନା କଲେ । ପ୍ରିନ୍ସଙ୍କ କହିବା ଅନୁସାରେ ୟୁବିକା ନିଜେ ଏଭଳି କରିଛନ୍ତି । କାରଣ ସେ ଜାଣିଛନ୍ତି ଏଭଳି ଫଟୋ ସେୟାର କରିବାର କୌଣସି ଅର୍ଥ ନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More