Only for Entertainment

ପୁଣିଥରେ ବଲିଉଡ ଫିଲ୍ମର ଅଫର ପାଇଲେ ଇଂଟରନେଟ ସେନସେସନ ପ୍ରିୟା ପ୍ରକାଶ ୱାରିଅର ।

26

ମଲୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅରଙ୍କ ପ୍ରତ୍ୟେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ । ତେବେ ଏହିଥର କିନ୍ତୁ ପ୍ରିୟା କୌଣସି ଫଟୋକୁ ନେଇ ଚର୍ଚ୍ଚାକୁ ଆସିନାହାଁନ୍ତି, ବରଂ ଚର୍ଚ୍ଚାର କାରଣ ହେଉଛି ଫିଲ୍ମ ଶ୍ରୀଦେବୀ ବଙ୍ଗଲୋ ପରେ ପ୍ରିୟା ପ୍ରକାଶ ୱାରିଅରଙ୍କୁ ମିଳିଛି ଆଉ ଏକ ବଲିଉଡ ଫିଲ୍ମ ।

priya prakash.5

 

ଦ୍ୱିତୀୟ ଫିଲ୍ମର ନାଁ ‘ଲଭ୍‌ ହ୍ୟାକର୍ସ’ ଥିବା ବେଳେ ଏହାର ନିର୍ଦ୍ଦେଶନା ଦେବେ ମୟଙ୍କ ପ୍ରକାଶ ଶ୍ରୀବାସ୍ତବ ।ଫିଲ୍ମର କାହାଣୀ ସାଇବର କ୍ରାଇମ୍‌କୁ ନେଇ ନିର୍ମାଣ କରା ଯାଇଥିବା ଜଣା ପଡ଼ିଛି । ଫିଲ୍ମଟି ଆସନ୍ତା ମାସରେ ରିଲିଜ୍‌ ହୋଇପାରେ ବୋଲି ସୂଚନା ମିଳିଛି । ଫିଲ୍ମର ସୁଟିଂ ଲକ୍ଷ୍ନୌ, ଦିଲ୍ଲୀ, ଗୁରୁଗ୍ରାମ ଏବଂ ମୁମ୍ବାଇରେ ହେବାକୁ ଥିବା ବେଳେ ଅଭିନେତ୍ରୀ ପ୍ରିୟା ପ୍ରକାଶ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More