Only for Entertainment

ଏହିଭଳି ମେକଅପ କରିବା ପରେ ଦୁନିଆ ସାମ୍ନାକୁ ଆସନ୍ତି ପ୍ରିୟା ପ୍ରକାଶ ।

bollywood tadka
0 52

ଆଖି ମାରି ପ୍ରସିଦ୍ଧ ହୋଇଥିବା ସାଉଥ ଅଭିନେତ୍ରୀ ପ୍ରିୟା ପ୍ରକାଶ ବରିୟରଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସେ ହେୟାର ଷ୍ଟାଇଲ କରୁଥିବା ନଜର ଆସିଛି । ଭିଡିଓରେ ଷ୍ଟାଇଲିସ ଯେତେବେଳେ ତାଙ୍କୁ କେଶକୁ ସଜାଉଛନ୍ତି ସେହି ସମୟରେ ପ୍ରିୟା ମୋବାଇଲରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି ।

 

ଏହାପରେ ପ୍ରିୟା ତାଙ୍କ ଆଇବ୍ରୋକୁ ଉପର ତଳ କରୁଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଆଖି ମାରୁଥିବାର ମଧ୍ୟ ନଜର ଆସିଛନ୍ତି ପ୍ରିୟା ।

ଭିଡିଓରେ ପ୍ରିୟା ଖୁବ ସୁନ୍ଦର ଦେଖା ଯାଉଛନ୍ତି । ଏହା ମେକ ଅପ ନେବା ପର ଭିଡିଓ । ଯଦିଓ ଏଥିରେ ପ୍ରିୟାଙ୍କ ଅଧିକ ଭଙ୍ଗୀ ଦେଖିବାକୁ ମିଳିନାହିଁ ତଥାପି ପ୍ରିୟାଙ୍କ ଭିଡିଓ ହୋଇଥିବାରୁ ଖୁବ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More